ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିରବତୀ କଲେଜରେ ସାଧାରଣତନ୍ତ୍ର ଦିବସ ପାଳିତ

ପିରବତୀ କଲେଜରେ ସାଧାରଣତନ୍ତ୍ର ଦିବସ ପାଳିତ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଳକ ତେରେସିଂହା ସ୍ଥିତ ପିରବତୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି l କଲେଜର ପ୍ରତିଷ୍ଠାତା ତଥା ସମାଜସେବୀ ମୁରଲୀଧର ରଣା ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ l ଏହି ଅବସରରେ କଲେଜ ଅଧ୍ୟକ୍ଷ ଯଶୋବନ୍ତ ରଣା, ସାମାଜିକ ବିଜ୍ଞାନ ଅଧ୍ୟାପିକା ସୁଶ୍ରୀ ପିଙ୍କି ଜାନି, ଶିକ୍ଷା ଅଧ୍ୟାପିକା ସୁଶ୍ରୀ ଇପ୍ସିତା ରଣା, ଶୋଭାକାର ଘିଭେଲା, ସୁମନ୍ତ ରଣା, ବିଳାସିନୀ ବାଗ, ହରେକୃଷ୍ଣ ସାହୁ, ପ୍ରସନ୍ନ ରଣା ପ୍ରମୁଖ ଉପସ୍ଥିତ ରହିଥିଲେ l ଜାତୀୟ ପତାକାକୁ ସମ୍ମାନ ଜଣାଇ ଦେଶ ଗଠନରେ ଛାତ୍ର ର ଭୂମିକା ସମ୍ପର୍କରେ ପ୍ରତିଷ୍ଠାତା ଶ୍ରୀ ରଣା ଆଲୋକପାତ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

କୃତଜ୍ଞତା ଜ୍ଞାପନ

masiha

ରାଇରଙ୍ଗପୁର ରେ ଗଣେଶ ଗ୍ୟାସ ଏଜେନ୍ସୀ ଆନୁକୁଲ୍ୟରେ ମହିଳାଙ୍କ ରାନ୍ଧଣା ପ୍ରତିଯୋଗିତା 

masiha

ବାରମ୍ବାର ଅଭିଯୋଗ ପରେ, ପାଣୀ ନିଷ୍କାସନର ବାଟ ଫିଟିଲା

Sunil Chandra Nayak

Leave a Comment

error: Content is protected !!