ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ କର୍ମକର୍ତ୍ତା ଚୟନ

ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ କର୍ମକର୍ତ୍ତା ଚୟନ

ମ,ରାମପୁର:୨୭/୧ :- କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ଏକ ବୈଠକ୍ ତଳସାଗର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି l ଏହି ବୈଠକ ରେ ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇ ସଂଘର ନାମକରଣ ଓଜେଟିଏ ରଖିବା ନିଷ୍ପତି ହୋଇଥିଲା ଏବଂ ସଂଘ ର କର୍ମକର୍ତ୍ତା ଚୟନ କରାଯାଇଥିଲା l ଏଥିରେ ସଭାପତି ସଞ୍ଜୟ ଭାଟ୍ଟୀ, ଉପସଭାପତି ତନ୍ମୟ ପ୍ରସାଦ ରାଉତ ,ସମ୍ପାଦକ ଅଜିତ ଚନ୍ଦ୍ର ଭୋଇ,ସହ ସମ୍ପାଦକ ଆରତୀ ନାୟକ, କୋଷାଧ୍ୟକ୍ଷ ରୋଜାଲିନ ସାହୁ,ବ୍ଲକ ସଂଯୋଜକ ନିରାକାର ଜଗବଲା ଓ ସମରଜିତ୍ ସେଠୀ,ମିଡ଼ିଆ ସଂଯୋଜକ ସଂଜିତ ପରାସେଠ ଓ ଅଜିତ ଚନ୍ଦ୍ର ଭୋଇ, କ୍ଲଷ୍ଟର ସଂଯୋଜକ ରାକେଶ ସାହୁ ଏବଂ ଉପଦେଷ୍ଟା ଭାବରେ ବାପିନା ନାୟକ, ଦୁଷ୍ମନ୍ତ ସାମଲ,ବିନୋଦ ସାହାଣୀ ପ୍ରମୁଖ ସର୍ବ ସମ୍ମତିକ୍ରମେ ଚୟନ ହୋଇଛନ୍ତି l

ମ,ରାମପୁର: ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ବିଧାୟକ ଙ୍କ ଦ୍ବାରା ସାପ୍ତାହିକ ବଜାର ପ୍ରାଙ୍ଗଣ ଉନ୍ନତିକରଣ ର ଭିତ୍ତିପ୍ରସ୍ତର ସ୍ଥାପନ

masiha

କଲେଜ ଛାତ୍ର ଛାତ୍ରୀ ଙ୍କ ମନ୍ଦିର ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

ସିଜିମାଳି ଆନ୍ଦୋଳନକାରୀଙ୍କୁ ନ୍ୟାୟ ପ୍ରଦାନ ପାଇଁ ବୁଦ୍ଧିଜୀବୀଙ୍କ ଗଣଧାରଣା, ଖଣି ଖନନକୁ ତୁରନ୍ତ ବାତିଲ ଦାବି କରାଯାଉ ନେଇ ଦାବିପତ୍ର 

Sunil Chandra Nayak

Leave a Comment

error: Content is protected !!