ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ କର୍ମକର୍ତ୍ତା ଚୟନ

ନବ ନିଯୁକ୍ତ କନିଷ୍ଠ ଶିକ୍ଷକଙ୍କ କର୍ମକର୍ତ୍ତା ଚୟନ

ମ,ରାମପୁର:୨୭/୧ :- କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ଏକ ବୈଠକ୍ ତଳସାଗର ପଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି l ଏହି ବୈଠକ ରେ ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇ ସଂଘର ନାମକରଣ ଓଜେଟିଏ ରଖିବା ନିଷ୍ପତି ହୋଇଥିଲା ଏବଂ ସଂଘ ର କର୍ମକର୍ତ୍ତା ଚୟନ କରାଯାଇଥିଲା l ଏଥିରେ ସଭାପତି ସଞ୍ଜୟ ଭାଟ୍ଟୀ, ଉପସଭାପତି ତନ୍ମୟ ପ୍ରସାଦ ରାଉତ ,ସମ୍ପାଦକ ଅଜିତ ଚନ୍ଦ୍ର ଭୋଇ,ସହ ସମ୍ପାଦକ ଆରତୀ ନାୟକ, କୋଷାଧ୍ୟକ୍ଷ ରୋଜାଲିନ ସାହୁ,ବ୍ଲକ ସଂଯୋଜକ ନିରାକାର ଜଗବଲା ଓ ସମରଜିତ୍ ସେଠୀ,ମିଡ଼ିଆ ସଂଯୋଜକ ସଂଜିତ ପରାସେଠ ଓ ଅଜିତ ଚନ୍ଦ୍ର ଭୋଇ, କ୍ଲଷ୍ଟର ସଂଯୋଜକ ରାକେଶ ସାହୁ ଏବଂ ଉପଦେଷ୍ଟା ଭାବରେ ବାପିନା ନାୟକ, ଦୁଷ୍ମନ୍ତ ସାମଲ,ବିନୋଦ ସାହାଣୀ ପ୍ରମୁଖ ସର୍ବ ସମ୍ମତିକ୍ରମେ ଚୟନ ହୋଇଛନ୍ତି l

ମ,ରାମପୁର: ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ 

Related posts

ଶୁଣିଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ, ନିଜ ଖର୍ଚ୍ଚରେ ରାସ୍ତା ମରାମତି କରାଇଲେ ୨ ସମାଜସେବୀ

masiha

କେନ୍ଦ୍ରାପଡ଼ାରେ ମିଳିତ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

masiha

ପାଉଡର ମେଟାଲରଜି ଆଣ୍ଡ ସ୍ମାର୍ଟ୍ ମ୍ୟାଟେରିଆଲ ଉପରେ କର୍ମଶାଳା

masiha

Leave a Comment

error: Content is protected !!