ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବାର୍ଚ୍ଚନ କଳାବତୀ ଭୋକେଶନାଲ ହାଇସ୍କୁଲ ଖୁର୍ଷେଲ ର ଶୁଭ ଉଦଘାଟନ

ଦେବାର୍ଚ୍ଚନ କଳାବତୀ ଭୋକେଶନାଲ ହାଇସ୍କୁଲ ଖୁର୍ଷେଲ ର ଶୁଭ ଉଦଘାଟନ

ଦେବାର୍ଚ୍ଚନ କଳାବତୀ ଭୋକେଶନାଲ ହାଇସ୍କୁଲ ଖୁର୍ଷେଲ ର ଶୁଭ ଉଦଘାଟନ ଉତ୍ସବ. ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ପଦ୍ମଶ୍ରୀ ହଳଧର ନାଗ, ଡ଼. ଶ୍ରୀକର ମିଶ୍ର,ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷl ଶ୍ରୀମତୀ ମିଥିଲା ମାଝୀ,ରସରାଜ ହାସ୍ୟ କବି ଅଚ୍ୟୁତାନନ୍ଦ ପୁରୋହିତ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ, କେଭି କଲେଜ କଣ୍ଟାବାଞ୍ଜି ର ଅଧ୍ୟକ୍ଷ ରାଜେଶ ମହାନ୍ତି, ଖପ୍ରାଖୋଲ ସରପଞ୍ଚ ସଂଘ ସଭାପତି ସୁଶୀଲ ଗୁରୁ, ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ରାଜ୍ୟସଭାପତି ବାଳକୃଷ୍ଣ ଶବର,ନୂଆପଡା ଜ଼ିଲ୍ଲା ପରିଷଦ ଉପ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ଉପସଭାପତି ପରମାନନ୍ଦ ମାଝୀ,ଖୁର୍ଷେଲ ସରପଞ୍ଚ ସମିତି ସଭ୍ୟ ପ୍ରମୁଖ ମଞ୍ଚାସିନ ଥିଲେ l ବରିଷ୍ଠ ଆଇନଜୀବି ଦର୍ପ ଗଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ମେଲକୁନ୍ଦେଲ ଗ୍ରାମ ଠାରେ ଜିଓ ଟାଓ୍ବାର ଉଦଘାଟନ

Sunil Chandra Nayak

ଡ଼ ନାରାୟଣ ମହାପାତ୍ର ଙ୍କୁ ୟୁକେ ବୁକ ଅଫ ୱାର୍ଲଡ ରେକର୍ଡ ପକ୍ଷରୁ ଡକ୍ଟରେଟ ଉପାଧିରେ ସମ୍ଭର୍ଦ୍ଧିତ 

Sunil Chandra Nayak

କାପୁଲୋଡା ପଞ୍ଚାୟତରେ ନିର୍ମାଣ ଧୀନ ନୂତନ ଲକ୍ଷ୍ମୀ ବସ ଷ୍ଟାଣ୍ଡ ସମ୍ପୂର୍ଣ ନିମ୍ନମାନର

masiha

Leave a Comment

error: Content is protected !!