ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦେବାର୍ଚ୍ଚନ କଳାବତୀ ଭୋକେଶନାଲ ହାଇସ୍କୁଲ ଖୁର୍ଷେଲ ର ଶୁଭ ଉଦଘାଟନ

ଦେବାର୍ଚ୍ଚନ କଳାବତୀ ଭୋକେଶନାଲ ହାଇସ୍କୁଲ ଖୁର୍ଷେଲ ର ଶୁଭ ଉଦଘାଟନ

ଦେବାର୍ଚ୍ଚନ କଳାବତୀ ଭୋକେଶନାଲ ହାଇସ୍କୁଲ ଖୁର୍ଷେଲ ର ଶୁଭ ଉଦଘାଟନ ଉତ୍ସବ. ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି, ପଦ୍ମଶ୍ରୀ ହଳଧର ନାଗ, ଡ଼. ଶ୍ରୀକର ମିଶ୍ର,ଜ଼ିଲ୍ଲା ପରିଷଦ ଉପାଧ୍ୟକ୍ଷl ଶ୍ରୀମତୀ ମିଥିଲା ମାଝୀ,ରସରାଜ ହାସ୍ୟ କବି ଅଚ୍ୟୁତାନନ୍ଦ ପୁରୋହିତ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁମନ ମିଞ୍ଜ, କେଭି କଲେଜ କଣ୍ଟାବାଞ୍ଜି ର ଅଧ୍ୟକ୍ଷ ରାଜେଶ ମହାନ୍ତି, ଖପ୍ରାଖୋଲ ସରପଞ୍ଚ ସଂଘ ସଭାପତି ସୁଶୀଲ ଗୁରୁ, ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ରାଜ୍ୟସଭାପତି ବାଳକୃଷ୍ଣ ଶବର,ନୂଆପଡା ଜ଼ିଲ୍ଲା ପରିଷଦ ଉପ ସଭାପତି ଭାନୁ ପ୍ରତାପ ସିଂ ମାଝୀ, ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ଉପସଭାପତି ପରମାନନ୍ଦ ମାଝୀ,ଖୁର୍ଷେଲ ସରପଞ୍ଚ ସମିତି ସଭ୍ୟ ପ୍ରମୁଖ ମଞ୍ଚାସିନ ଥିଲେ l ବରିଷ୍ଠ ଆଇନଜୀବି ଦର୍ପ ଗଞ୍ଜନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଉତ୍କଳ ଆଲୁମିନା ସହ ଟିକିରି ଓ ଦୋରାଗୁଡା ପୋଲିସ ପକ୍ଷରୁ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଫରଙ୍ଗ,ଫୁଣ୍ଡା, ଦଶପୁର, ବୋରଗୁଡାର ଚାଷୀସମାଜ ଶାସନ ମୁଖ୍ୟ ଙ୍କ ନିଷ୍ପତିକୁ ଚାତକ ଭଳି ଚାହିଁ ବସିଛନ୍ତି

Sunil Chandra Nayak

ପ୍ରଗତିଶୀଳ ଆଦିବାସୀଙ୍କ ଜୀବନକୁ ମଧ୍ୟ ସାହିତ୍ୟ ପ୍ରତିବିମ୍ବିତ କରୁ

Sunil Chandra Nayak

Leave a Comment

error: Content is protected !!