ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମଗୁଡା ନିକଟରେ ପଥଚାରି କୁ ଧକ୍କା ଦେଲା ବାଇକ, ଦୁଇଜଣ ଗୁରୁତର 

ଆମଗୁଡା ନିକଟରେ ପଥଚାରି କୁ ଧକ୍କା ଦେଲା ବାଇକ, ଦୁଇଜଣ ଗୁରୁତର 

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଧଅଁରପୂର ପଞ୍ଚାୟତ ଆମଗୁଡା ନିକଟରେ ପଥଚାରି କୁ ବାଇକ ଧକ୍କା ଦେବାରୁ ଦୁଇଜଣ ଗୁରୁତର ହୋଇଥିଲେ। ଗୁରୁତର ମାନେ ହେଲେ ଆମଗୁଡା ଗ୍ରାମର ରଏନି ମାଝୀ ଏବଂ ଶାଗବାହାଳୀ ଗ୍ରାମର ଚନ୍ଦ୍ର ବାଗ। ସୂଚନା ଯେ ରଏନି ମାଝୀ ନିଜ ଘରୁ ଗାଁ ସ୍ଥିତ ବିଳ କୁ ଯାଉଥିବା ବେଳେ ଶାଗବାହାଳୀ ଗ୍ରାମରୁ ଚନ୍ଦ୍ର ବାଗ ଆମଗୁଡା ରାସ୍ତାରେ ବାଇକ ଯୋଗେ ଯାଉଥିବା ବେଳେ ରଏନି ମାଝୀ ଙ୍କୁ ନେଇ ଧକ୍କା ଦେଇଥିଲେ। ଯାହାରୀ ଫଳରେ ଦୁଇ ଜଣ ଗୁରୁତର ହୋଇଥିଲେ। ଦୁଇ ଗୁରୁତର ଙ୍କୁ ଆମ୍ବୁଲାନ୍ସ ଯୋଗେ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା କୁ ନେଇଥିଲେ। ଦୁଇଜଣ ଅଧିକ ଗୁରୁତର ଥିବାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ସ୍ଥାନାନ୍ତର କରିଥିଲେ। 

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଭୁବନ କୃଷକ ସମାଜ ତରଫରୁ ଅକ୍ଷୟ ତୃତୀୟା ପାଳିତ 

masiha

ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା ଶିବିର

masiha

ନୂତନ ଆମ୍ବୁଲାନ୍ସ ଗାଡି ଉଦଘାଟିତ ଏବଂ ଜନ୍ମଶ୍ରୀ ମୋବାଇଲ ଆପ ଉତ୍ସର୍ଗୀକୃତ 

masiha

Leave a Comment

error: Content is protected !!