ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ

ରାଇରଙ୍ଗପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକଙ୍କୁ ପ୍ରାକ୍ତନ ବିଧାୟକ ପ୍ରହଲ୍ଲାଦ ପୂର୍ତି ପୁଷ୍ପଗୁଚ୍ଛ ଦେଇ ଅଭିନନ୍ଦନ 

 ମୟୂରଭଞ୍ଜ – ୨୯/୦୧ // ଶ୍ରୀ ଯୋଗରଞ୍ଜନ ନାୟକ, ପ୍ରକଳ୍ପ-ପ୍ରଶାସକ, ରାଇରଙ୍ଗପୁର ଆଇଟିଡିଏ କାର୍ୟାଳୟରେ ନୁତନ ଭାବେ ଯୋଗଦାନ କରିଛନ୍ତି ।ତାଙ୍କୁ ପ୍ରାକ୍ତନ ବିଧାୟକ ଶ୍ରୀ ପ୍ରହ୍ଲାଦ ପୂର୍ତ୍ତି ସୌଜନ୍ୟମୂଳକ ସାକ୍ଷାତ କରି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ, । ବାମନଘାଟି ରାଇରଙ୍ଗପୁର ଆଦିବାସୀ ଅଧୁଷ୍ଟିତ ଅଂଚଳର ବିକାଶ ଓ ଆଦିବାସୀ ମାନଙ୍କର ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ନିର୍ବାହନ କରିବାକୁ ପରାମର୍ଶ ଦେଇଥିଲେ ଓ ସବୁ ପ୍ରକାରର ବିକାଶମୂଳକ କାର୍ଯ୍ୟରେ ସବୁବେଳେ ସହଯୋଗ କରିବେ ବୋଲି କହିଥିଲେ । ଏହାପୂର୍ବରେ ଯୋଗ ରଞ୍ଜନ ନାୟକ ରାଇରଙ୍ଗପୁର ତହସିଲଦାର ଓ ବିଜାତଳା ବିଡିଓ ଭାବରେ ସୁଚାରୁରୂପେ କାର୍ଯ୍ୟ ତୁଲାଇ ଥିଲେ । ଜନସାଧାରଣରେ ଭଲ ସମ୍ପର୍କ ଓ ସମନ୍ବୟ ରଖି କାର୍ଯ୍ୟ ସମ୍ଫାଦନ କରୁଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରୋଟାରୀ କ୍ଲବ ଭାଇବ୍ରାଣ୍ଟ ର ସମୀକ୍ଷା ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ 

Sunil Chandra Nayak

ଶିଳ୍ପୀ ସମାଜର ବାର୍ଷିକ ଉତ୍ସବ ପାଳିତ

Sunil Chandra Nayak

ଉଦଘାଟନ ହେଲା ପାଞ୍ଚଟି ଆକାଂକ୍ଷୀ ଶୌଚାଳୟ

masiha

Leave a Comment

error: Content is protected !!