ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଡାଗଡକୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବୀ 

ପୋଡାଗଡକୁ ନୂତନ ପଞ୍ଚାୟତ ସମିତି ଘୋଷଣା ଦାବୀ 

ନବରଙ୍ଗପୁର:(୩|୨)(ରବି ନାରାୟଣ ନାହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଧୀନ ପୋଡାଗଡ଼ ଠାରେ ନୂତନ ପଞ୍ଚାୟତ ସମିତି ଗଠନ ନିମନ୍ତେ ରାଜ୍ୟ ସରକାରଙ୍କୁ ଏକ ଦାବୀପତ୍ର ଜିଲ୍ଲପାଳଙ୍କ ଜରିଆରେ ଦାବିପତ୍ର ଦେବାକୁ ଥିବା ବେଳେ ସି ଏ ଜିଲ୍ଲାପରିଷଦ ପ୍ରକୋଷ୍ଠ ରେ ଚାଲିଥିବା ଅଭିଯୋଗ ଶୁଣାଣି କକ୍ଷରେ ପ୍ରଦାନ କରାଗଲା lଏହି ଦାବୀପତ୍ର ପ୍ରଦାନ କଲାବେଳେ ଭଣ୍ଡାରୀଗୁଡ଼ା ପୂର୍ବତନ ସରପଂଚ ଶ୍ରୀଯୁକ୍ତ ଉର୍ଦ୍ଧ୍ବବ ଚରଣ ନାୟକ, ରାଜପୂର ସରପଂଚ ପବିତ୍ର ଭତ୍ରା, ତୋରେଙ୍ଗା ସରପଂଚ ମନୁ ରାମ ମାଝୀ, ସୀଙ୍ଗିସାରି ପ୍ରତିନିଧି ଶ୍ରୀଯୁକ୍ତ ଡମ୍ବରୁ ମାଝୀଙ୍କ ସହିତ ସମାଜ ସେବୀ କୈଳାଶ ଚନ୍ଦ୍ର ବେହେରା ଦାବୀ ଉପସ୍ଥାପନ କରିଥିଲେ l ଆଶା କରାଯାଉଛି ନିଶ୍ଚିତ ରୂପେ ସରକାର ଗୁହାରୀ ଶୁଣି ଦାବୀ ପୁରଣ କଲେ ବହୁତ ଜନ ସାଧାରଣ ଉପକୃତ ହେବେ l ଏହି ଦାବୀ ସହିତ ରାଜସ୍ବ ବିଭାଗ ମନ୍ତ୍ରୀ, ମୁଖ୍ୟ ମନ୍ତ୍ରୀ ,ପଞ୍ଚାୟତ ରାଜ ମନ୍ତ୍ରୀ ଓ ଆଞ୍ଚଳିକ ଗଣଶିକ୍ଷା ମନ୍ତ୍ରୀଙ୍କୁ ଉକ୍ତ ଦାବୀପତ୍ର ଦ୍ଵାରା ଅନୁରୋଧ କରାଯାଇଛି l 

( ମ ନି ସ ) 

Related posts

ବାଘ ଆତଙ୍କ, 15 ମେଣ୍ଢା କୁ ମାରିଲା କଲରା ପତରିଆ ବାଘ

Sunil Chandra Nayak

ବହଳଦା ର କେନ୍ଦୁଆ ଗାଁ ରେ ସାନ୍ତାଳୀ ନବବର୍ଷ ମାଘ ମୁଲୁଃ ପାଳିତ।

masiha

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର 

masiha

Leave a Comment

error: Content is protected !!