ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃତ୍ତି ପରୀକ୍ଷାରେ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ

ବୃତ୍ତି ପରୀକ୍ଷାରେ ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ

ଆସିକା , ୭/୨/୨୫ // ଧରାକୋଟ ନିକଟସ୍ଥ ମୁଣ୍ଡମରାଇ ସରସ୍ୱତୀ ଶିଶୁ ମନ୍ଦିରର ତିନି ଜଣ ଶିଶୁ ଭାଇ ଭଉଣୀ ଚଳିତ ଶିକ୍ଷା ବର୍ଷ 2023/24 ରେ ସରକାରୀ ବୃତ୍ତି ପରୀକ୍ଷାରେ ଧରାକୋଟ ବ୍ଲକ ସ୍ତରରେ କ୍ରମାନ୍ୱୟରେ ତୃତୀୟ ଶ୍ରେଣୀର ଏ ଆଦିତ୍ୟ ପାତ୍ର ପ୍ରଥମ,ପଞ୍ଚମ ଶ୍ରେଣୀର ଛାତ୍ରୀ ସୁଶ୍ରୀ ଶିବାନୀ ବେହେରା ଦ୍ଵିତୀୟ ଓ ସୁଶ୍ରୀ ସ୍ୱପ୍ନିକା ପ୍ରିୟଦର୍ଶିନୀ ତୃତୀୟ ସ୍ଥାନ ଅଧିକାର କରି ବିଦ୍ୟାଳୟ ପାଇଁ ସୁନାମ ଅର୍ଜନ କରିଛନ୍ତି । ଶିଶୁ ମନ୍ଦିରର ଏହି ସଫଳତା ପାଇଁ ପରିଚାଳନା ସମିତି ଓ ଅଭିଭାବକ ମାନଙ୍କ ତରଫରୁ ପ୍ରଧାନ ଆଚାର୍ଯ୍ୟ ଙ୍କ ସମେତ ସମସ୍ତ ଗୁରୁଜୀ ଓ ଗୁରୁମା ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରାଯାଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରମାନଙ୍କ ଦ୍ୱାରା, ମୋ ସ୍କୁଲ ଅଭିଯାନରେ 1ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା

Sunil Chandra Nayak

ମୁଣ୍ଡ ପରାଶର ପରିବାର ତରଫରୁ ମହର୍ଷି ପରାଶର ଙ୍କ ଜନ୍ମୋତ୍ସୋବ ଓ ନୂଆ ଖାଇ ଭେଟ ଘାଟ ପାଳିତ

Sunil Chandra Nayak

ହିତାଧିକାରୀଙ୍କ ପାଇଁ ମରଣଜନ୍ତା ପାଲଟିଛି ବ୍ୟାଙ୍କର ଉପର ମହଲା କୋଠା ହଇରାଣ ହେଉଛନ୍ତି ବୃଦ୍ଧବୃଦ୍ଧା ଓ ଭିନ୍ନକ୍ଷମ

masiha

Leave a Comment

error: Content is protected !!