ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂତନ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ନୂତନ ମଣ୍ଡଳ ସଭାପତି ଓ ଜିଲ୍ଳା ପ୍ରତିନିଧି ରାଜ୍ୟ ପରିଷଦ ସଦସ୍ୟଙ୍କୁ ସମ୍ବର୍ଦ୍ଧିନା

ନୂତନ ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ନୂତନ ମଣ୍ଡଳ ସଭାପତି ଓ ଜିଲ୍ଳା ପ୍ରତିନିଧି ରାଜ୍ୟ ପରିଷଦ ସଦସ୍ୟଙ୍କୁ ସମ୍ବର୍ଦ୍ଧିନା

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବିଧାନସଭା ସଭା ତରଫରୁ ନୂତନ ଭାବରେ ଦାୟିତ୍ଵ ପାଇଥିବା ଜିଲ୍ଲା ସଭାପତି ଏଵଂ ମଣ୍ଡଳ ସଭାପତି ଓ ଜିଲ୍ଳା ପ୍ରତିନିଧି ଏଵଂ ରାଜ୍ୟ ପରିଷଦ ସଦସ୍ୟ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବରେ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ପୂର୍ବତନ ଜିଲ୍ଳା ସଭାପତି ଦେବେନ୍ଦ୍ର ମହାନ୍ତି ଓ ଧନଞ୍ଜୟ ପାତ୍ର ଜିଲ୍ଲା ସାଧାରଣ ସମ୍ପାଦକ ଜୟ ଶଙ୍କର ନାଏକ,ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ବିଜୟ ଦେବ ସାହୁ, ରାଜ୍ୟ ମହିଳା ନେତ୍ରୀ କୁନ୍ତି ପାଳ, ବରିଷ୍ଠ କାର୍ଯ୍ୟକର୍ତ୍ତା ଦିକସନ ମଙ୍ଗରାଜ ,ପୂର୍ବତନ ଜିଲ୍ଳା ପରିଷଦ ସଭ୍ୟା ସୁକାନ୍ତି ସା ଯୋଗ ଦେଇ ଥିଲେ। ନୂତନ ଭାବରେ ଦାୟିତ୍ଵ ପାଇଥିବା ଜିଲ୍ଲା ସଭାପତି ଯୁଗଳ କିଶୋର ପୋଡ଼ ଙ୍କ ସମେତ ରାଜ୍ୟ ପରିଷଦ ସଦସ୍ୟ ଅପ୍ରେସ ସ୍ଵାଇଁ, ଟିପିଗୁଡା ମଣ୍ଡଳ ସଭାପତି ଲଲିତ ବାଗ, ଧର୍ମଗଡ଼ ନଗର ସଭାପତି ସୈାରଭ ମିତ୍ତଲ, କୋକସରା ମଣ୍ଡଳ ସଭାପତି ବସନ୍ତ ବାଗ, ଆମପାଣି ମଣ୍ଡଳ ସଭାପତି ମଧୁବନ ପାତ୍ର,ଵିଜମରା ମଣ୍ଡଳ ସଭାପତି ସରୀତା ସରାଫ,ଖଇରପଦର ମଣ୍ଡଳ ଜିଲ୍ଲା ପ୍ରତିନିଧି ଜୟ ଶଙ୍କର ମୁଣ୍ଡ,ଟିପିଗୁଡା ଜିଲ୍ଲା ପ୍ରତିନିଧି ଵିଭୁଦତ୍ତ ପ୍ରଧାନୀ, ଧର୍ମଗଡ଼ ନଗର ଜିଲ୍ଲା ପ୍ରତିନିଧି ଡମ୍ବରୁ ଧର ଠାକୁର, କୋକସରା ଜିଲ୍ଲା ପ୍ରତିନିଧି ଦୂର୍ଗା ପ୍ରସାଦ ପ୍ରଧାନୀ ଆମପାଣି ଜିଲ୍ଲା ପ୍ରତିନିଧି ଅର୍ଜୁନ ଭାଟି,ଓ ଅରୁଣ କୁମାର ପଣ୍ଡା, ଚକ୍ର ଧର ନାଏକ ଙ୍କୁ ସମଦ୍ଧିତ କରାଯାଇଥିଲା। ଉକ୍ତ ସମ୍ବର୍ଦ୍ଧନା ଉତ୍ସବରେ ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ମମତା ମାହୁନ୍ତ ଯୋଗ ଦେଇଥିଲେ। କରିଥିଲେ ଯୁବ ନେତା ହିମାଂଶୁ ଶେଖର ପଣ୍ଡା ମଞ୍ଚ ପରିଚାଳନା କରିଥିବା ବେଳେ ଚତୁର୍ଭୁଜ ତାଣ୍ଡି ଧନ୍ୟବାଦ୍ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅଧିରାଜ ବିଜୟୀ

masiha

ବିଜୁ ଛାତ୍ର ଜନତା ଦଳ ବଲାଙ୍ଗୀର ଜୋନ ଉପସଭାପତିଙ୍କ ଇସ୍ତଫା 

masiha

ସମ୍ବିଧାନ ବଞ୍ଚାଅ ନେଇ’ ପ୍ରସ୍ତୁତି ପାଇଁ କଂଗ୍ରେସ ଦଳ ତରଫରୁ ସାମ୍ବାଦିକ ସମ୍ମିଳନୀ 

masiha

Leave a Comment

error: Content is protected !!