ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାରକୁଣ୍ଡାମାଲ ଗାଁ ରେ ବରହା ଆକ୍ରମଣ ରେ ବୃଦ୍ଧ ଗୁରୁତର

ଝାରକୁଣ୍ଡାମାଲ ଗାଁ ରେ ବରହା ଆକ୍ରମଣ ରେ ବୃଦ୍ଧ ଗୁରୁତର

କଳାହାଣ୍ଡି ଜିଲ୍ଲା କୋକସରା ଥାନା ଝାରକୁଣ୍ଡାମାଳ ଗ୍ରାମ ରେ ବରହା ଆକ୍ରମଣ ରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି। ଗୁରୁତର ବୃଦ୍ଧ ଜଣକ ହେଲେ ଝାର କୁଣ୍ଡାମାଲ ଗାଁ ର ଘାସିରାମ ସୁନାନୀ ବୋଲି ଜଣା ପଡିଛି। ଶନିବାର ସକାଳୁ ସେ ଗାଁ ନିକଟରେ ଥିବା ନିଜ ଚାଷଜମି କୁ ଯାଉଥିବା ବେଳେ ହଠାତ ଅତର୍କିତ ଭାବେ ଏକ ବରହା ଆକ୍ରମଣ କରିଥିଲେ। ବୃଦ୍ଧ ଙ୍କ ଚିତ୍କାର ଶୁଣି କିଛି ଲୋକେ ଆସି ବରହା ହାବୁଡ଼ ରୁ ବୃଦ୍ଧ ଙ୍କୁ ଉଦ୍ଧାର କରିଥିଲେ,ପରେ ପରିବାର ଲୋକେ ୧୦୮ ଆମ୍ବୁଲାନ୍ସ ରେ ଧର୍ମଗଡ ଡାକ୍ତରଖାନାରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା କରିଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ଆଗଲପୁର ବ୍ଲକ ରୋତ ଗାଁ ରେ ବିନ୍ଧ୍ୟବାସିନୀ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କଲେ ରାଜ୍ୟସଭା ସାଂସଦ

masiha

ଧର୍ମଗଡ଼ ବ୍ଲକ ସଭାଗୃହ ରେ ପଞ୍ଚାୟତ ସମିତି ବୈଠକ ଅନୁଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ ଶିକ୍ଷା ବିକାଶ ଏଡୁକେସନାଲ ଏଣ୍ଡ ଚାରିଟେବୁଲ ଟ୍ରଷ୍ଟ ଆନୁକୂଲ୍ଯରେ ଆଦିବାସୀ ଯୁବକଙ୍କ ଦକ୍ଷତା ବିକାଶ ନେଇ ଏକ ଦିବସୀୟ ରାଜ୍ୟସ୍ତରୀୟ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!