ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲମପୁର ଥାନାକୁ ପୁରିଲା ଦୁଇ ବର୍ଷ ,ବଦଳି ହେଲେଣି ଚାରି ଥାନାଧିକାରୀ, ଫାଣ୍ଡି ଅଧିକାରୀ ଉପରେ ଥାନା ଦାୟିତ୍ୱ,ପଞ୍ଚମ ଥାନାଧିକାରୀଙ୍କୁ ଅପେକ୍ଷା

କଲମପୁର ଥାନାକୁ ପୁରିଲା ଦୁଇ ବର୍ଷ ,ବଦଳି ହେଲେଣି ଚାରି ଥାନାଧିକାରୀ,

ଫାଣ୍ଡି ଅଧିକାରୀ ଉପରେ ଥାନା ଦାୟିତ୍ୱ,ପଞ୍ଚମ ଥାନାଧିକାରୀଙ୍କୁ ଅପେକ୍ଷା

କଲମପୁର – (ମସିହା ) ଆସନ୍ତା ୧୦ତାରିଖ ସୋମବାର ଦିନ କଳାହାଣ୍ଡି ଜିଲ୍ଲା କଲମପୁର ମିଶନ ଶକ୍ତି ଅଧିନସ୍ତ ବ୍ଲକ ସ୍ତରୀୟ ମହାସଂଘ ଓ ଓଡ଼ିଶା ଜୀବିକା ମିଶନ ଇସି ସଂଘ ପକ୍ଷରୁ ବ୍ଲକ ଘେରାଉ କରିବାର କାର୍ଯକ୍ରମ ରହିଥିବା ସଂଘର ସଭାନେତ୍ରୀ ଓ ସଂପାଦିକା ସୂଚନା ଦେଇଛନ୍ତି, ସଂଘର ସଭାନେତ୍ରୀ ଲିଲାବତୀ ରାଉତ ଓ ସଂପାଦିକା ରଞ୍ଜିତା ନାଏକଙ୍କ ଗଣ ମାଧ୍ୟମକୁ ଦେଇଥିବା ସୂଚନା ଅନୁସାରେ ସୋମବାର ଦିନ ସକାଳ ୧୦ ଟାରେ କଲମପୁର ଶ୍ରୀ ଜଗନ୍ନାଥ ମନ୍ଦିର ନିକଟରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯିବ, ଏଥିରେ ବ୍ଲକ ଅଞ୍ଚଳର ଦୁଇଶହରୁ ଅଧିକ ସଦସ୍ୟା ସାମିଲ ହେବାର ସ୍ଥିର ହୋଇଥିବା ବେଳେ ବ୍ଲକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଦାବି ପତ୍ର ପ୍ରଦାନ କରାଯିବ ବୋଲି ସୂଚନା ଦେଇଛନ୍ତି,।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ୭୫ତମ ବନ ମହୋତ୍ସବ ପାଳନ – ୨୦୨୪

masiha

ଇନ୍ଦ୍ରାବତୀ ମେଗାଲିଫ୍ଟ ରୁ ଜଳସେଚନ ଦାବି ରେ ଉପଜିଲ୍ଲାପାଳ ଓ ବିଧାୟକ ଙ୍କ ଦ୍ୱାରସ୍ତ ହେଲେ ଚାଷୀ

masiha

୨ ନମ୍ବର ଜୋନ୍ ସରପଞ୍ଚ ସଂଘର ୭ ତମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!