ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଣି-ନିର୍ଦ୍ଧେଶଳୟରେ ଜୈନିକ କିରାଣୀ କିଏ?ଖଣିବାସୀଙ୍କ ଅଭିଯୋଗ ପତ୍ରକୁ ଚାପି-ଦୁର୍ନୀତିଖୋର ସୋରେନକୁ ସୁରକ୍ଷା ଯୋଗାଉଛି

ଖଣି-ନିର୍ଦ୍ଧେଶଳୟରେ ଜୈନିକ କିରାଣୀ କିଏ?ଖଣିବାସୀଙ୍କ ଅଭିଯୋଗ ପତ୍ରକୁ ଚାପି-ଦୁର୍ନୀତିଖୋର ସୋରେନକୁ ସୁରକ୍ଷା ଯୋଗାଉଛି

ଯୋଡ଼ା/ଭୁବନେଶ୍ୱର:-ରାଜଧାନୀ ଭୁବନେଶ୍ୱରରେ ଏକସେ ବଡ଼କର ଏକ ତିସମାରଖାଁଙ୍କ ଯୋଡ଼ା ପ୍ରୟୋଗଶାଳାର ଡ଼ିଡ଼ିସିଏ ଦାସମାତ ସୋରେନ ସହ ଅନୀତିକର ଲିଙ୍କରେ ରହି “କୋନ ବାନେଗା କୋରଡ଼ ପତି”ପ୍ରତିଯୋଗିତାର ଦୌଡ଼ରେ ଦୀର୍ଘ ସମୟ ଧରି ଚାଲି ଆସୁଛି।ତେବେ ଡ଼ିଡ଼ିସିଏ ଦାସମାତ ସୋରେନ ମଧ୍ୟ ଅସାଧୁ କମ୍ପାନୀଙ୍କୁ ଗ୍ରେଡ଼ ହେରାଫେରିରେ ଆଦାୟ କଳାଧନରୁ ଏକ ବଡ ଅଂଶର ପରିମାଣ ଯେପରି ରିସର୍ଚ୍ଚ ଲାବୋରଟରୀର ଅଫିସର,କିରାଣୀ ପ୍ରିତମକୁ(ସଚିବଙ୍କ କିରାଣୀ)ଦେଇ,ବଦଳି ରୋକିବା ଦୀର୍ଘ ସମୟ ଧରି ସଫଳତା ପାଇବାରେ,ହେଲେ ଠିକ ସେହିପରି ରାଜଧାନୀ ଖଣି-ନିର୍ଦ୍ଧେଶଳୟରେ କିରାଣୀ ମ୍ୟାଦମ୍ କିଏ? ଯେ’କି ଡ଼ିଡ଼ିସିଏ ସୋରେନ ନାମରେ ହୋଇଥିବା ଗରିବ ଖଣିବାସୀଙ୍କର ଲିଖିତ ଅଭିଯୋଗ ଓଡ଼ିଆପୁଅ ନୂତନ ଖଣିନିର୍ଦ୍ଧେଶକ ରୋହିତ କୁମାରଙ୍କ ଯୋଗେ ଯାଇଥିବା ପତ୍ରକୁ ଚାପି ରଖି ବସିଥିବା ବ୍ୟତୀତ ଡ଼ିଡ଼ିସିଏ ସୋରେନ ସହ କଣ ରହିଛି ଘନିଷ୍ଠତା ?ଏପରି’କି କେଉଁ ସୁବିଧା ପ୍ରାପ୍ତ ଦାସମାତ ସୋରେନ ଠାରୁ  ମାଡାମର ଯେ ନିଜ ସିଟର କାର୍ଯ୍ୟ ଏଯାଏ ସମ୍ପାଦନା କରିବାରେ ହେଳା କରିବାରେ ଲାଗିଛି ବୋଲି ସାଧାରଣ ଖଣିବାସୀଙ୍କ ଲିଖିତ ଅଭିଯୋଗ ପତ୍ର ଆଗକୁ ନବଢ଼ାଇ, ଟେବୁଲ ତଳ ଫାଇଲ ମଧ୍ୟରେ ଚାପି ହୋଇ ରହିଛି ବୋଲି ସାଙ୍ଘାତିକ ବିଷୟ ଜଣାପଡେ।ତେବେ ଏହି ସମସ୍ତ ବିଷୟ ନୂତନ ନିର୍ଦ୍ଧେଶକ ରୋହିତ କୁମାରଙ୍କ ଦୃଷ୍ଟି ଆକର୍ଷଣ ନିହାତି ଆବଶ୍ୟକ ହୋଇପଡିଥିବା ବ୍ୟତୀତ କେନ୍ଦ୍ରାପଡ଼ା ଜିଲ୍ଲାର ମୂଳ ବାସିନ୍ଦା ଖଣି-ନିର୍ଦ୍ଧେଶଳୟର ଶ୍ରୀମତୀ ଜୈନିକ (କିରାଣୀ-ମାଡାମ)ତୁରନ୍ତ ଗରିବ ଖଣିବାସୀଙ୍କ ଅଭିଯୋଗ ପତ୍ରକୁ କାର୍ଯ୍ୟସମ୍ପାଦନ କରି ଆଗକୁ ପ୍ରେରଣ କରାଯିବାକୁ ଖଣିବାସୀଙ୍କ ହେଉଥିବା ତୀବ୍ରଦାବୀକୁ ପୂରଣ ଯଦି ନହୁଏ, ତେବେ କେନ୍ଦ୍ରାପଡ଼ା ଲିଙ୍କରେ ରିସର୍ଚ୍ଚ ଲାବୋରଟରୀ ଅନ୍ୟ ସମସ୍ତ ଗୁମର ଆଗକୁ ପ୍ରକାଶ ଥୟ ବୋଲି ଜଣାପଡେ। 

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ବେଟି ବଚାଓ ବେଟି ପଢ଼ାଓ ଯୋଜନାର ୧୦ ବର୍ଷ ପୂର୍ତ୍ତି ଅବସରରେ ପାଳନ ଉତ୍ସବ

masiha

“ଆମେ ଓଡିଆ”ତରଫରୁ “ଆମ ସଂସ୍କୃତି ଓ ଆମ ପରମ୍ପରା” ଉପରେ ଆଲୋଚନାଚକ୍ର ଓ ଆନ୍ତଃ ମହାବିଦ୍ୟାଳୟ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

masiha

ପଞ୍ଚାୟତ ସ୍ତରୀୟ ପଞ୍ଚାୟତୀରାଜ ଓ ଲୋକ ସେବା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!