ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

ହାତୀ ଆକ୍ରମଣରେ ବୃଦ୍ଧା ଗୁରୁତର

କେସିଙ୍ଗା, କଳାହାଣ୍ଡି ଜିଲ୍ଲା କେସିଙ୍ଗା ବନଖଣ୍ଡ ଅମାଠ ପଞ୍ଚାୟତ ବିନେକେଲା ଗ୍ରାମର ବିପିନ ଭୋଇ(୬୦) ନାମକ ଜଣେ ବୃଦ୍ଧ କୁ ହାତୀ କଚାଡି ଦେବାରୁ ବୃଦ୍ଧ ଙ୍କର ଅଣ୍ଟାରେ ଗଭୀର ଆଘାତ ଲାଗିଛି।ସୂଚନା ଅନୁଯାଇ ବିପିନ ଭୋଇ ଗୁରୁବାର ଭୋର ୪ ଟା ବେଲେ ଚିନାବାଦାମ ଚାଷ କରିଥିବା ନିଜ ବିଲ ପଟେ ଯାଇଥିଲେ ହେଲେ ଦୁଇଟି ଗଜରାଜ ର ସାମ୍ନା ହୋଇଯାଇଥିଲେ ବିପିନ ଗୋଟିଏ ହାତୀ ବିପିନ ଙ୍କୁ ଟେକି କଚାଡି ଦେଇଥିଲା।ଯାହାବି ହେଉ ବିପିନ ଙ୍କ ଅବସ୍ଥା ଗୁରୁତର ଥିଲେ ମଧ୍ୟ ଅଣ୍ଟାରେ ବେଶୀ ମାଡ଼ ହେଇଛି।ପରେ ଗ୍ରାମ ବାସୀ ଖବର ପାଇବା ପରେ ବିପିନ ଙ୍କୁ ସଙ୍ଗେ ସଙ୍ଗେ କେସିଙ୍ଗା ମେଡିକାଲ କୁ ଅଣାଯାଇ ସ୍ଥାନୀୟ ପୋଲିସ ଓ ବନ ବିଭାଗ କୁ ଖବର ଦିଆଯାଇଥିଲା। ଏଠାରେ ପ୍ରକାଶ ଥାଉକି ଉକ୍ତ ଅଂଚଳରେ ହାତୀ ପଲ ଦୀର୍ଘ ଦିନରୁ ରହି ଅନେକ ଚାଷ କ୍ଷୟ କ୍ଷତି କରୁଛନ୍ତି।ଓ ସୁରକ୍ଷା ଦୃଷ୍ଟି ରୁ ବିଜୁଳି ବିଭାଗ ରାତି ସାରା ବିଜୁଳି କାଟ କରୁଛି।

କଲାହାଣ୍ଡି ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ନବୋଦୟ ପରୀକ୍ଷାରେ ଦୁଇଜଣ କୃତକାର୍ଯ୍ୟ ଛାତ୍ର

masiha

ଚାଷୀ ଭୁଲି ଗଲେଣି ଅଫିସ ଠିକଣା, କ୍ଷୁଦ୍ର ଜଳସେଚନ ବିଭାଗ ଅଫିସରେ ତାଲା ଝୁଲୁଛି

ସରସ୍ବତୀ ଶିଶୁ ମନ୍ଦିରରେ ପୁରସ୍କାର ବିତରଣ ଉତ୍ସବ ପାଳିତ 

Sunil Chandra Nayak

Leave a Comment

error: Content is protected !!