ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଇନ ସଚେତନତା କାର୍ଯ୍ୟକ୍ରମ 

ଆଇନ ସଚେତନତା କାର୍ଯ୍ୟକ୍ରମ 

କଳାହାଣ୍ଡି ଜିଲ୍ଲା ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ଠାରେ ବ୍ଲକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଉପଜିଲ୍ଲାପାଳ ଅଜୟ ପ୍ରକାଶ ତୀର୍କି, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଶୀ, ଏନଏସି ଉପାଧ୍ୟକ୍ଷା ମନୀଷା ମିଶ୍ର,ଜୁବେନାଇଲ ଜଷ୍ଟିସ ବୋର୍ଡ ସଦସ୍ୟା ସ୍ଵର୍ଣ୍ଣଲତା ମହାନ୍ତି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦ୍ର ଶେଖର ମହାପାତ୍ର, ଶିଶୁ ସୁରକ୍ଷା କମିଟି ସଦସ୍ୟ ସଞ୍ଜୟ କୁମାର, ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରିଣୀ ମୁଜୀବନ ଦିଶା, ପିଓ ସୁଚରିତା ମହାପାତ୍ର, ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷା ପ୍ରିୟମ୍ବଦା ଚାନ୍ଦ ପ୍ରମୁଖ ମଞ୍ଚାସିନ ହୋଇଥିଲେ। କାର୍ଯ୍ୟକ୍ରମ କୁ ଯୋଗେଶ୍ୱର ବୁଦ୍ଧିଆ ପରିଚାଳନା କରିଥିଲେ।ଏଥିରେ ସମସ୍ତ ଅଙ୍ଗନବାଡି କର୍ମି, ମିଶନ ଶକ୍ତି ମହିଳା ଓ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ଉପସ୍ଥିତ ଥିଲେ।

ଢଗ ନାଏକ ଙ୍କ ରିପୋର୍ଟ୍ 

Related posts

ସାଧାରଣ ଜନତା ଙ୍କ ପାଇଁ ସାଇବର ସୁରକ୍ଷା ସଚେତନା କାର୍ଯ୍ୟ କ୍ରମ 

Sunil Chandra Nayak

ଦୁଇଟି ଗ୍ରାମ ପଞ୍ଚାୟତ ରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ 

masiha

ଦୁର୍ନିତୀରେ ଭରପୁର ରୁପ୍ରାରୋଡ ଗ୍ରାମ ପଞ୍ଚାୟତ

masiha

Leave a Comment

error: Content is protected !!