ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୁସୁମଯୋଡ଼ି ଗ୍ରାମ ପଞ୍ଚୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ ଖାରଜ

କୁସୁମଯୋଡ଼ି ଗ୍ରାମ ପଞ୍ଚୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ ଖାରଜ

କାମାକ୍ଷାନଗର (ମନିସ )4/1/25 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ପରଜଙ୍ଗ ନିର୍ବାଚନ ମଣ୍ଡଳୀର କୁସୁମଯୋଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଅନସ୍ତା ପ୍ରସ୍ତାବ କିଛ ଲୋକଙ୍କ ଦ୍ଵାରା ପରିଚାଳିତ ହୋଇ କୁସୁମଯୋଡି ପଞ୍ଚାୟତ ର କିଛି ୱାର୍ଡ ସଭ୍ୟ ଏବଂ ନାଏବ ସରପଞ୍ଚ ଙ୍କ ଦ୍ୱାରା କୁସୁମାଯୋଡି ପଞ୍ଚାୟତର ସରପଞ୍ଚ ଶ୍ରୀ ରାଧାନାଥ ନାୟକ ଙ୍କ ବିରୁଧରେ ଅନାସ୍ତା ପ୍ରସ୍ତାବ କାମାକ୍ଷାନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ନିକଟରେ ଅନସ୍ତା ପ୍ରସ୍ତାବ ପତ୍ର ଦିଆ ଯାଇଥିଲା। କୁସୁମାଯୋଡ଼ି ଗ୍ରାମ ପଞ୍ଚାୟତର ସରପଞ୍ଚ ଙ୍କ ବିରୁଦ୍ଧରେ ଆଗତ ହୋଇଥିବା ଅନାସ୍ତା ପ୍ରସ୍ତାବ ପତ୍ର ସଂଖ୍ୟା (୬୫୯୯) ତା.୧୩/୧୧/୨୦୨୪ କୁସୁମାଯୋଡି ପଞ୍ଚାୟତ ର ବର୍ତ୍ତ ମାନ ସରପଞ୍ଚ ଶ୍ରୀ ରାଧାନାଥ ନାୟକଙ୍କ ବିରୋଧରେ ଅନସ୍ତା ପ୍ରସ୍ତାବ ନିମ୍ନ ସ୍ବାକ୍ଷର କାରିଁଙ୍କ ହସ୍ତ ଗତକରାଯାଇଥିଲା ,ଏହାର ହସ୍ତଗତ ନୀରିକ୍ଷଣ ତଥା ସତ୍ୟତା ଅନୁସନ୍ଧାନ ପୂର୍ବକ କାମାକ୍ଷାନଗର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ଠାରୁ ଆଗତ ପତ୍ର ସଂଖ୍ୟା ୬୫୯୯ ତ,୧୩/୧୧/୨୦୨୪ ଅନୁଯାଇ ଏହା ନିର୍ଦ୍ଧାରିତ ହେଲାକି ଆଗତ ପ୍ରସ୍ତାବ ପତ୍ର ଏବଂ ବିବରଣୀ ଉପରେ ଦୁଇଜଣ ୱାର୍ଡ ସଭ୍ୟଙ୍କ ର ଜାଲ ଦସ୍ତଖତ ଥିବାରୁ ଉକ୍ତ ପ୍ରସ୍ତାବ ଆଗତ ଚିଠି ଓ ବିବରଣୀକୁ ଉପଜିଲ୍ଲାପାଳ ଶ୍ରୀ ବିବୁଧ ଗଡ଼ନାୟକଙ୍କ ଦ୍ଵାରା ତା,୦୩/୦୨୦୨୫ରିଖ ଦିନ ରଦ କରାଗଲା।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଆର୍ଥିକ ସଚେତନତା ଓ ଆର୍ଥିକ ଅନ୍ତର୍ଭୁକ୍ତ କରଣ କାର୍ଯ୍ୟକ୍ରମ

masiha

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

Sunil Chandra Nayak

ବିଧାନସଭା ପରିସରରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ପାଳିତ

Sunil Chandra Nayak

Leave a Comment

error: Content is protected !!