ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କାର ସହ ଗଞେଇ ଜବତ,ଜଣେ ଗିରଫ

କାର ସହ ଗଞେଇ ଜବତ,ଜଣେ ଗିରଫ

ଆସିକା ୧୨/୨/୨୫ // ଧରାକୋଟ ଥାନା ଅନ୍ତର୍ଗତ ତାଳପାଟଣା ଛକ ନିକଟ ଜାତିୟ ରାଜପଥ 59 ର ନନ୍ଦିଗୋର ଆମ୍ବ ତୋଟା ପର୍ଶ୍ୱରୁ ସକାଳ ଦଶ ଘଣ୍ଟା ସମୟରେ ବାଲିଗୁଡା ରୁ ଭୁବନେଶ୍ୱର ଯାଉଥିବା ଏକ ମହିନ୍ଦ୍ରା କାର ଓ ଆର 02 bx 8989 ରୁ ପାଞ୍ଚ କେଜି ଗଞ୍ଜେଇ ଧରାକୋଟ ପୋଲିସ ଜବତ କରିଛି। ଏକ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ଙ୍କ ନିର୍ଦ୍ଦେଶ ଅନୁସାରେ ସବ ଇନ୍ସପେକ୍ଟର ସୁସ୍ମିତା ପଣ୍ଡା, ଏ ଏସ ଆଇ ଅଭିମନ୍ୟୁ ପାଣ୍ଡେ, ରାଜେନ୍ଦ୍ର ରାଉତ, ମୁରଲୀଧର ରାଓ ମିଳିତ ଭାବରେ ଚଢ଼ାଉ କରି କାର ରେ ଥିବା ଗଞ୍ଜେଇ ସହ କନ୍ଧମାଳ ଜିଲ୍ଲାର କେ ନୂଆଗାଁ ନିକଟସ୍ଥ ସାଇନିପଡା ର ଜଳେନ୍ଦ୍ର ସାହୁ ଙ୍କୁ ଗିରଫ କରିଛନ୍ତି । ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଗଣେଶ ଦଳାଇ ଙ୍କ ଉପସ୍ଥିତି ରେ ଏହି ଘଟଣାର ଡେମୋ କରାଯାଇ କାର ସହ ଗଞ୍ଜେଇ ଜବତ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରାଯାଇଛି। ଏ ସମ୍ପର୍କରେ ଧରାକୋଟ ଥାନାରେ କେଶ ନମ୍ବର 64/25 ପ୍ରକାରେ ମାମଲା ରୁଜୁ ହୋଇଛି ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

ମହା ଦୁର୍ନିତି ଅଭିଯୋଗରେ ସଫେଦ ସାହିବା ଯାମଦା ତହସିଲଦାର ମଧୁସ୍ମିତା ସିଂ ଙ୍କୁ ନିଲମ୍ବନ ପୁରସ୍କାର ଦେଲେ ମୋହନ ସରକାର

Sunil Chandra Nayak

ଜାଲ କାଗଜ ଜାତ ରେ ଲକ୍ଷାଧିକ ଟଙ୍କା ହଡ଼ପ ଅଭିଯୋଗ

Sunil Chandra Nayak

ସମ୍ପର୍କ ମଧ୍ୟରେ ଲାଗିଲା ରକ୍ତର ଛିଟା,ଯୁବକଙ୍କୁ ଅପହରଣ ପରେ ହତ୍ୟା 

Sunil Chandra Nayak

Leave a Comment

error: Content is protected !!