ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉତ୍କଳମଣି ସେବାସଂସ୍ଥାର ଜଳଛତ୍ର

ଜୁନାଗଡ଼,୨୪/୪(ମ ନି ସ)  ଜୁନାଗଡ଼ ଉତ୍କଳମଣି ସେବାସଂସ୍ଥା ପକ୍ଷରେ ସ୍ଥାନୀୟ ରବିବାର ବଜାର ଠାରେ ଜଳଛତ୍ର କରାଯାଇ ଲୋକଙ୍କୁ ଥଣ୍ଡା ସର୍ବତ ବଣ୍ଟନ କରାଯାଇଥିଲା। ବର୍ତମାନ ଖରା ତାତି ପ୍ରବଳ ହେଉଥିବାରୁ ଲୋକଙ୍କୁ ନାହିଁ ନଥିବା କଷ୍ଟ ଭୋଗିବାକୁ ପଡୁଛି।ପାଣି ମୁନ୍ଦିଏ ପାଇଁ ଦହଳବିକଲ ହେବାକୁ ପଡୁଛି।ଏପରି ସ୍ଥଳେ ସେବାସଂସ୍ଥା ପକ୍ଷରୁ ଥଣ୍ଡା ପାନୀୟ ଦିଆଯାଉଥିବାରୁ ସାମାନ୍ୟ ଆସ୍ୱସ୍ତ ଦେଖିବାକୁ ମିଳିଛି।ଏହି ସେବାକ।ର୍ଯ୍ୟରେ ସଂସ୍ଥାର ବରିଷ୍ଠ ସଦସ୍ୟ ରମେଶ ନାୟକ, କୈଳାସ ରାଉତ, ବିଶ୍ୱନାଥ କର,ଉଦ୍ଧବ ସାହୁ ସମେତ ଅନେକ କର୍ମକର୍ତା ଉପସ୍ଥିତ ରହି ସେବା ପ୍ରଦାନ କରିଥିଲେ। ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ ।

Related posts

ରଙ୍ଗ ର ଖେଳ ହୋଲି ରେ ରଙ୍ଗୀନ ହେଲେ ଛାତ୍ର ମହଲ

Sunil Chandra Nayak

ତୃପ୍ତି ରାଣୀ ପାତ୍ର ଙ୍କ କବିତା – କେତେ ଭାଗ୍ୟବାନ ମୁଁ

Sunil Chandra Nayak

କେନ୍ଦୁଡଙ୍ଗରି ଗାଁ ରେ ସୁପରିକଳ୍ପିତ ହତ୍ୟା ଘଟଣା ରେ ୩ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କଲା ପରେ ନିରପେକ୍ଷ ତଦନ୍ତ ଦାବି ରେ ମୃତକ ପରିବାର ପକ୍ଷରୁ ଥାନା ସମ୍ମୁଖରେ ଧାରଣା

Leave a Comment

error: Content is protected !!