ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅଳପ ଗଳ୍ପ

୪୨ ମୌଜାରେ ସାତ ଲହଡ଼ି ମଠ ମହନ୍ତ ସ୍ଵର୍ଗତ ବ୍ରହ୍ମଚାରୀ ବାମଦେବ ନନ୍ଦଙ୍କ ସ୍ମୃତି ଚାରଣ 

୪୨ ମୌଜାରେ ସାତ ଲହଡ଼ି ମଠ ମହନ୍ତ ସ୍ଵର୍ଗତ ବ୍ରହ୍ମଚାରୀ ବାମଦେବ ନନ୍ଦଙ୍କ ସ୍ମୃତି ଚାରଣ 

କଟକ : ଭାଗବତ ତ୍ରୟୋଦଶ ସ୍କନ୍ଧର ରଚୟିତା ଭକ୍ତ କବି ଦ୍ଵାରକା ଦାସଙ୍କ ପୀଠରେ ସାତ ଲହଡ଼ି ମଠର ମହାନ୍ତିଙ୍କ ସ୍ମୃତି ସଭା ତାଙ୍କର କିଛି ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଦ୍ଵାରକା ଦାସଙ୍କ ସାଧନା ପୀଠ ଗୋବିନ୍ଦପୁର ବୟାଳିଶମୌଜା କଟକ ସଦରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ହିମାଂଶୁ ମିଶ୍ରଙ୍କ ଉଦ୍ୟମରେ ଶୁକଦେବ ମହାରଣା,ପ୍ରଦୀପ କୁମାର ମହାପାତ୍ର,ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ଅରୁଣ କୁମାର ଦାଶ,ବେଣୁଧର ପତି ଓ ପୁପୁ ପ୍ରଭୃତି ଉପସ୍ଥିତ ରହି ତାଙ୍କର ଏ ସ୍ଥାନ ପ୍ରସିଦ୍ଧ ଦ୍ଵାରକା ପୀଠରେ ଥିବା ଜଡ଼ିତ ‌ସ୍ମୁତି ତଥା ତାଙ୍କ ଜୀବନୀ ବିଷୟରେ ଆଲୋକପାତ କରିଥିଲେ । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

କବିସୌରଭ କୈଳାଶଚନ୍ଦ୍ର ବେହେରା ଙ୍କ ଗଳ୍ପ = ବୁଢ଼ୀ ଅସୁରୁଣୀ ଗପ 

Sunil Chandra Nayak

ଶ୍ଯାମା ପ୍ରସାଦ୍ ବୋଷ୍  ଙ୍କ ଗଳ୍ପ = ଅତୀତର ପ୍ରତିବିମ୍ବ 

Sunil Chandra Nayak

ବି.ବି.ହାଇସ୍କୁଲ,ଢେଙ୍କାନାଳରେ ସମର କବି ବ୍ରଜନାଥ ବଡ଼ଜେନା ଓ ସମ୍ବିଧାନ ପ୍ରଣେତା ଆମ୍ବେଦକରଙ୍କ ଜୟନ୍ତୀ – ୨୦୨୩ ପାଳିତ

Sunil Chandra Nayak

Leave a Comment

error: Content is protected !!