ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମାଙ୍କ ଦର୍ଶନ ଦିବସ ପାଳିତ ସହ ସାମୁହିକ ପ୍ରାର୍ଥନା

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ମଧ୍ୟରେ ଆଜି ଶ୍ରୀମାଙ୍କ ଦର୍ଶନ ଦିବସ ପାଳିତ ହୋଇଅଛି। ଏହି ଉପଲକ୍ଷେ ସାମୁହିକ ପ୍ରାର୍ଥନା କରିବା ସହ ଶ୍ରୀଅରବିନ୍ଦ ଦେହାଶ ମନଦୀର ଏଇ ସାମୁହିକ ଦୀପ ଧୂପ, ଏବଂ ପ୍ରାର୍ଥନା କରିଛନ୍ତି। ବିଶେଷ ରୂପେ ପାଠଚକ୍ର ଅନୁଷ୍ଠିତ ହୋଇ ଶ୍ରୀମାଙ୍କ ବାଣୀ ଏବଂ ଦର୍ଶନ ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମେଜର ଡ଼ଃ.ରାମ ଚାନ୍ଦ୍ର ମିଶ୍ର, ଉପ-ସଭାପତି ଶ୍ରୀବତ୍ସ ବାରିକ,ସମ୍ପାଦକ ସବିତା ବେହେରା , ଅଧକ୍ଷ ବେଣୁ ଅପା, ସୁନିତା ଆପା,ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଡା. ଦେବୀ ପ୍ରସାଦ ମିଶ୍ର ଙ୍କ କବିତା ଗୋଟିଏ ସନେଟ : ଆମ ପ୍ରିୟ ଓଡ଼ିଆ ଭାଷା ପାଇଁ

Sunil Chandra Nayak

ନର୍ଲା ବ୍ଲକ୍ ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଓ କଳା ଉତ୍ସବ ଅନୁଷ୍ଠିତ

Sunil Chandra Nayak

କନ୍ତିମିଲି ଗ୍ରାମ ରେ ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ

Leave a Comment

error: Content is protected !!