ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମାଙ୍କ ଦର୍ଶନ ଦିବସ ପାଳିତ ସହ ସାମୁହିକ ପ୍ରାର୍ଥନା

ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସର ମଧ୍ୟରେ ଆଜି ଶ୍ରୀମାଙ୍କ ଦର୍ଶନ ଦିବସ ପାଳିତ ହୋଇଅଛି। ଏହି ଉପଲକ୍ଷେ ସାମୁହିକ ପ୍ରାର୍ଥନା କରିବା ସହ ଶ୍ରୀଅରବିନ୍ଦ ଦେହାଶ ମନଦୀର ଏଇ ସାମୁହିକ ଦୀପ ଧୂପ, ଏବଂ ପ୍ରାର୍ଥନା କରିଛନ୍ତି। ବିଶେଷ ରୂପେ ପାଠଚକ୍ର ଅନୁଷ୍ଠିତ ହୋଇ ଶ୍ରୀମାଙ୍କ ବାଣୀ ଏବଂ ଦର୍ଶନ ଉପରେ ଆଲୋଚନା ହୋଇଥିଲା। ଏହି କାର୍ଯ୍ୟକ୍ରମ ରେ ମେଜର ଡ଼ଃ.ରାମ ଚାନ୍ଦ୍ର ମିଶ୍ର, ଉପ-ସଭାପତି ଶ୍ରୀବତ୍ସ ବାରିକ,ସମ୍ପାଦକ ସବିତା ବେହେରା , ଅଧକ୍ଷ ବେଣୁ ଅପା, ସୁନିତା ଆପା,ଅନ୍ୟ ଶିକ୍ଷକ,ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପାପଡାହାଣ୍ଡି ବ୍ଲକ ସଦର ମହକୁମା ସମସ୍ତ ସାହି ରାସ୍ତା ଅବସ୍ଥା ଶୋଚନୀୟ 

Sunil Chandra Nayak

କୋପ୍ନେଶ୍ଵର ବେମାଲ ପାଇଲେ “ପ୍ରକୃତି ବନ୍ଧୁ” ସମ୍ମାନ

ଧର୍ମଗଡ଼ ଅଞ୍ଚଳ କୋଶଳେଶ୍ୱରୀ ମାଲି ସମାଜର ନୂଆଖାଇ ଭେଟଘାଟ

Sunil Chandra Nayak

Leave a Comment

error: Content is protected !!