ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିଘାଟ ରେ ଚଢାଉ ୩ ଟ୍ରକ ଜବତ 

ବାଲିଘାଟ ରେ ଚଢାଉ ୩ ଟ୍ରକ ଜବତ 

ରାଉରକେଲା: ୬/୩/୨୫ : କାଲି ବିଳମ୍ବିତ ରାତିରେ ଉପଜିଲ୍ଲାୁପାଳ ପାନପୋଷ ବିଜୟ ନାୟକଙ୍କ ନେତୃତ୍ୱରେ ପାନପୋଷ ଉପଖଣ୍ଡ ଏନଫୋର୍ସମେଣ୍ଟ ସ୍କାର୍ଡ  ଉପଖଣ୍ଡର ୪ଟି ବାଲିଘାଟରେ ଚଢାଉ କରି ବେଆଇନ  ଚୋରି ଚାଲାଣରେ  ୩ଟି ବାଲି ରେ ଭର୍ତ୍ତି ଟ୍ରକ କୁ ଜବତ କରିିଛି l  

ମିଳିଥିବା ସୂଚନା ଅନୁସାରେ ରାତି ୧୧.୩୦ ରୁ  ୧୨.୩୦ ଘଟିକାରେ ମଧ୍ୟରେ   ଉପଖଣ୍ଡ ର  ତୁମକେଲା ବାଲିଘାଟ, ବିଜୁବନ୍ଧ, ତାରକେରା ବାଲିଘାଟ ଓ ଅଟାଘାଟ ରେ ସ୍କାର୍ଡ ଦ୍ବାରା ଚଢାଉ କରାଯାଇଥିଲା l  ଚଢାଉ ସମୟରେ ଅଟାଘାଟ ଅଂଚଳରେ ବାଲିରେ ଭରା ଥବା ୩ ଗୋଟି ଟ୍ରକ ଜବତ କରି ଲାଠକଟ ଥାନl ରେ ରଖାଯାଇଛି l ଗାଡି ନମ୍ବର   OR 14 R 6786 ରୁ ୭.୭୯୨ କ୍ୟୁବିକ ମି.ବାଲି ,  OR 14 P 0465ରୁ ୮.୭୭୬ କ୍ୟୁବିକ ମି.ଓ OR 14 W 2784 ରୁ ୮.୬୧୨ କ୍ୟୁବିକ ମି.  ବାଲି ଜବତ କରାଯାଇଛି l  

ଏହି ସ୍କାର୍ଡ ରେ ଡେପୁଟି ଡାଇରେକ୍ଟର ମାଇନିଂ ବିମ୍ବାଧର ସେଠୀ , ତହସିଲଦାର ନିବେଦିତା ପ୍ରଧାନ , ଏସଡିପିଓ ପାନପୋଷ ଅମ୍ବିତ ମହାନ୍ତି, ଅତିରିକ୍ତ ତହସିଲଦାର ସୁଦକ୍ଷ ପଟେଲ ଓ ଅମୁଲ୍ୟ ରତନ ସାହୁ , ଉକ୍ତ ଅଂଚଳର ଥାନାଧିକାରୀ ଉପସ୍ଥିତ ଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭଇଁଷା ଗ୍ରାମରୁ ୧ ଲକ୍ଷ ୩୭ ହଜାର ୫୦୦ ଟଙ୍କିଆ ନକଲି ନୋଟ୍‌ ଜବତ : ଦୁଇ ଅଭିଯୁକ୍ତ ଗିରଫ

masiha

ଧର୍ମଗଡ: ସ୍ତ୍ରୀ ହତ୍ୟାକାରୀ ସ୍ବାମୀ କୁ ଆଜୀବନ କାରାଦଣ୍ଡ

masiha

ବ୍ୟାଟେରୀ ଚୋରି ସନ୍ଦେହରେ ୨ଯୁବକ ଅଟକ

masiha

Leave a Comment

error: Content is protected !!