ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଗୋହତ୍ୟାକାରି କୁ ରଙ୍ଗେହାତ୍ କାବୁ କଲେ ଗୋରକ୍ଷକ 

ଗୋହତ୍ୟାକାରି କୁ ରଙ୍ଗେହାତ୍ କାବୁ କଲେ ଗୋରକ୍ଷକ

ଭବାନୀପାଟଣା ଟାଉନରୁ କେବଳ ୧୦ କି.ମି. ଦୂରରେ ଶଗଡ଼ା ନିକଟସ୍ତ ଏକ ଗାଁରେ ନିରନ୍ତର ଭାବେ ଗୋମାତା ଙ୍କୁ କାଟି ଗୋମାଂସ ଭବାନୀପାଟଣା ଟାଉନକୁ ଆଣି ବିକ୍ରି କରାଯାଉଥିବା ସୂଚନା ପୁର୍ବରୁ  ମିଳୁଥିଲା। ଆଜି ଗୋଟିଏ ଗୁପ୍ତ ସୂଚନା ମୁତାବକ ସେହି ସ୍ଥାନରେ ନଗରର ଗୋସେବକ ମାନେ ଏକ ଦଳ ଗଠନ କରି ନିଜ ଜୀବନକୁ ବାଜିରେ ପକାଇ ସେହି ଗୋହତ୍ୟାକାରୀକୁ ଧରିବାରେ ସଫଳ ହୋଇଥିଲେ । ଏହା ସହ ବିପୁଳ ମାତ୍ରାରେ କଟା ଯାଇଥିବା ଗୋମାଂସ ଜବତ କରି ପୁଲିସ ପ୍ରଶାସନକୁ ଡାକି ସେଠାରେ ତାଙ୍କୁ ହସ୍ତାନ୍ତର କରିଥିଲେ । ତେବେ କେବେ ଠାରୁ ଏହି ନିର୍ମମ କାର୍ଯ୍ୟ ଚାଲିଥିଲା ଓ ସେ ଭବାନୀପାଟଣା ର କାହାକୁ ଓ କେଊଁ ହୋଟେଲ କିମ୍ବା ଫାର୍ଷ୍ଟ ଫୁଡ୍ ସେଣ୍ଟର ଲୁ ଯୋଗାଉଥିଲା ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଗୋଇବକ ମାନେ ମତ ବ୍ୟକ୍ତ କରିଛନ୍ତି।

 ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋଟ

Related posts

ବାପା ଶିକ୍ଷକ ପୁଅ ଡାକ ସେବକ, କିନ୍ତୁ କାମ ଜାଲ ସାର୍ଟିଫିକେଟ୍ ଯୋଗାଇବା , ପୋଲିସ ଏନେଇ ତଦନ୍ତ ଜାରି ରଖିଥିଲା

masiha

ତନ୍ତ୍ର ବଳରେ ବ୍ୟବସାୟ ଭଲ ଚାଲିବା ପାଇଁ ତାନ୍ତ୍ରିକ ଠକି ନେଲା ୨୦ ହଜାର ଟଙ୍କା

ବେକରେ କୌପୀନ ବାନ୍ଧି ଅଲେଖ ବାବାଙ୍କ ଆତ୍ମହତ୍ୟା

masiha

Leave a Comment

error: Content is protected !!