ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଜଗତସିଂହପୁର ତହସିଲଦାର ଜବତ କଲେ ଦୁଇଟି ହାଇୱା

ଜଗତସିଂହପୁର :- ଯେତେ କଟକଣା ଲାଗୁ କଲେବି ହାଇୱା ଚାଳକ ନିୟମ ବାହାରେ କାର୍ଯ୍ୟ କରି ଚାଲିଛନ୍ତି ! ପ୍ରତି ମୁହୂର୍ତ୍ତରେ ଓବରଲୋଡିଂ ମାଲ ବହନକରି ଯିବାଆସିବାରେ ସାଧାରଣ ଲୋକଙ୍କ ବିପଦର କାରଣ ହେଉଛନ୍ତି ! ସେଇପରି ଏକ ସମସ୍ୟା ଉପୁଯାଉଥିବା ଦୁଇଟି ଓବରଲୋଡିଂ ହାଇୱା କୁ ଜଗତସିଂହପୁର ତହସିଲଦାର ଚାଟ୍ରା ସୋମନାଥ ହାଟ ନିକଟସ୍ଥ ଜନଗହଳି ରାସ୍ତା ଉପରୁ ଜବତ କରି ଫାଇନ ଲଗାଇଛନ୍ତି ! ହାଇୱା ଦୁଇଟିର ନମ୍ବର ଯଥାକ୍ରମେ OD 21 0121ଓ OD 21- 0-1214 ରହିଥିବା ବେଳେ ଗାଡି ଦୁଇଟିର କାଗଜପତ୍ର ଯାଞ୍ଚ କରାଯାଇ ଓବରଲୋଡିଂ ପାଇଁ ଫାଇନ ଲଗାଇ ସ୍ଥାନୀୟ ପୋଲିସଙ୍କ ଜିମା ଦିଆଯାଇଛି ! ବିଶେଷ ସୂତ୍ରରୁ ପ୍ରକାଶ ଯେ ଯାଞ୍ଚ ପରେ ଗାଡି ଦୁଇଟିକୁ ଛାଡି ଦିଆଯାଇ ପାରେ !

ଜଗତସିଂହପୁର ରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ଯୌତୁକ ପାଇଁ ବଧୁ ହତ୍ୟା ଅଭିଯୋଗ : ବାରି ପଛ ପଟୁ ସ୍ୱାମୀଙ୍କୁ ଗିରଫ କଲା ପୋଲିସ

masiha

ରାଉରକେଲାରେ ଆନ୍ତଃରାଜ୍ୟ ଅବୈଧ ଜୁଆ ରାକେଟର ସହ-ଅଭିଯୁକ୍ତ ଗିରଫ

Sunil Chandra Nayak

୩ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ୫ ଯୁବକଙ୍କ ନାମରେ ମାମଲା

Sunil Chandra Nayak

Leave a Comment

error: Content is protected !!