ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଇକ୍ ଚୋରି ଅଭିଯୋଗ ରେ ଜଣେ କୋର୍ଟ ଚାଲାଣ

ନୂଆପଡା // ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୋଲିସ ଜଣେ ବାଇକ୍ ଚୋରି ଅଭିଯୋଗ ରେ ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଖଡ଼ିଆଳ ପୋଲିସ ସୂତ୍ର ରୁ ଜଣାପଡିଛି।ସୂଚନା ଅନୁସାରେ ଖଡ଼ିଆଳ ବ୍ଲକ ଚନାବେଡା ଗ୍ରାମର ଧରୁଆ ପଡ଼ା ରୁ ଏକ ମୋଟର ସାଇକେଲ ଓ ଡି ୦୩ଏମ ୬୧୮୧ କୁ ଦୁଇ ଜଣ ଯୁବକ ବାଇକ ଚୋରି କରି ଘରୁ ଠେଲି ଠେଲି ରାତ୍ରି ରେ ନେଉ ଥିବା ସମୟରେ ଗ୍ରାମବାସୀ ଦେଖି ବାକୁ ପାଇଥିଲେ।ଏନେଇ ଗ୍ରାମବାସୀ ଙ୍କୁ ଜଣାଇବା ପରେ ଗ୍ରାମବାସୀ ଆସି ଚୋର କୁ ଚୋରି କରୁଥିବା ସମୟରେ ଧରିବା ସହିତ ଗୋଟିଏ ସ୍କୁଟି ରେ ଦୁଇ ଜଣ ଯୁବକ ଚୋରି କରିବାକୁ ଆସି ନିଜେ ବ୍ୟବହାର କରୁଥିବା ସ୍କୁଟୀ ଗାଡ଼ି କୁ ଧରି ୦୩ ଜୀ ୮୩୪୫ ନମ୍ବର ଥିବା ଗାଡ଼ି କୁ ଛାଡି ପଳାୟନ କରୁଥିବାବେଳେ ଗ୍ରାମବାସୀ ଖଡ଼ିଆଳ ପୋଲିସ କୁ ଫୋନ୍ ମାଧ୍ୟମରେ ଜଣାଇଥିଲେ ।ଏନେଇ ଖଡ଼ିଆଳ ପୋଲିସ ଘଟଣା ର ତଦନ୍ତ ଜାରି ରଖିଥିବା ବେଳେ ମୁଖ୍ୟ ଅଭି ଯୁକ୍ତ କୁରେଶ୍ଵର ଭୋଇ (୩୬) ଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଏହାର ଅଧିକ ତଦନ୍ତ ଜାରି ରହିଥିବା ଜଣାପଡିଛି।ଏନେଇ ଘଟଣା ରେ ସଂପୃକ୍ତ ଅଭିଯୁକ୍ତ ଙ୍କୁ ଖଡ଼ିଆଳ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ନେଇ ଖଡ଼ିଆଲ ଥାନା ଅଧିକାରୀ ଅନିରୁଦ୍ଧ ମୁଦଳି ପ୍ରକାଶ କରି ଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୂର୍ବ ହତ୍ୟା ମାମଲାର ଅଭିଯୁକ୍ତ ଙ୍କୁ ଗିରଫ କଲା ପୋଲିସ 

masiha

ରସୋଳ ପୋଲିସର ବଡ଼ସଫଳତା ଜବତ କଲେ ବିପୁଳପରିମାଣର ବିଦେଶୀ ମଦ 

masiha

ମହିଳା ଙ୍କ ବେକରୁ ସୁନା ର କାଶୁମାଳ ଝାମି ନେଲେ ଦୁର୍ବୁତ୍ତ 

masiha

Leave a Comment

error: Content is protected !!