ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ ଦୁଇ ଥର ବିଦ୍ୟୁତ ତାର ଚୋରି, ବାଘ ମୁଣ୍ଡା ଗାଁ ଅନ୍ଧାରରେ 

ଦୁଇ ଦୁଇ ଥର ବିଦ୍ୟୁତ ତାର ଚୋରି, ବାଘ ମୁଣ୍ଡା ଗାଁ ଅନ୍ଧାରରେ 

କାମକ୍ଷାନଗର (ମନିସ )30/9/24 // ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଥାନା କୁଟୁରିଆ ପଞ୍ଚାୟତ ଅନ୍ତର୍ଗତ ବାଘମୁଣ୍ଡା ଗ୍ରାମ ଅଞ୍ଚଳରେ ଦୁଇ ଦୁଇ ଥର ବିଦ୍ୟୁତ ତାର ଚୋରିକୁ ନେଇ ମହାବିରୋଡ଼ ଥାନାରେ ବାଘମୁଣ୍ଡା ଗ୍ରାମବାସୀ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ନୀରବ ରହିଥିବା ଅଞ୍ଚଳ ବାସୀ ଅଭିଯୋଗ କରିଛନ୍ତି, ମାସେ ଭିତରେ ଦୁଇ ଦୁଇ ଥର ଚୋରି କରି ନେଇଛନ୍ତି ଚୋର, ବର୍ତ୍ତମାନ ବର୍ଷା ଦିନ ଚାଲିଥିବାରୁ ବାଘମୁଣ୍ଡା ଗ୍ରାମଟି ବଣ ଜଙ୍ଗଲ ଘେରା ମଧ୍ୟରେ ରହିଛି, ଅନେକ ସମୟରେ ବନ୍ୟଜନ୍ତୁଙ୍କ ସହିତ ଗାଁ ଲୋକ ଲଢେଇ କରୁଛନ୍ତି, ବର୍ତ୍ତମାନ ବିଦ୍ୟୁତ ତାର ବାରମ୍ବାର ଚୋରି ହେଉଥିବାରୁ ଗ୍ରାମବାସୀ ଅନ୍ଧାରରେ ଜୀବନ ଅତିବାହିତ କରୁଛନ୍ତି!ଚୋରି କରି ଦୁର୍ବୁତ୍ତ ଫେରାର ହେଉଥିବା ବେଳେ ପୁଲିସ ନୀରବ ରହିଛି, ରାତ୍ରି ପ୍ରହରା ବ୍ୟବସ୍ତା ନଥିବାରୁ ଚୋରି କରି ଚୋର ମାନେ ସୁରକ୍ଷିତ ଭାବେ ଫେରାର ହେଉଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି,।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମହିଳାଙ୍କ ଝୁଲନ୍ତା ଶବ ପୋଲିସ ଦ୍ବାରା ଉଦ୍ଧାର 

masiha

ଅବକାରୀ ଚଢାଉ ୧ ଗିରଫ 

masiha

ନକଳି ବିଦେଶୀ ମଦ କାରଖାନା ଠାବ-ଲକ୍ଷାଧିକ ଟଙ୍କା ମୁଲ୍ୟର ଲେବଲ ଓ ଠିପି ଜବତ

Sunil Chandra Nayak

Leave a Comment

error: Content is protected !!