ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ, ରାୟଗଡା ଡିଏଫଓ ଏକ ରାତ୍ରି ଗସ୍ତ ନିରୀକ୍ଷଣ

ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ, ରାୟଗଡା ଡିଏଫଓ ଏକ ରାତ୍ରି ଗସ୍ତ ନିରୀକ୍ଷଣ

ରାୟଗଡା :- ରାତି 9.00 ଘଟିକା ସମୟରେ ବନଖଣ୍ଡ ଅଧିକାରୀ ଶ୍ରୀ ସଚିନ ଆନାସାହେବ ଓହଲ, Probationer DFO (IFS) ଶ୍ରୀ ପ୍ରତୀକ ପ୍ରକାଶ ଇନ୍ଦକର, ସହକାରୀ ବନସଂରକ୍ଷକ ଶ୍ରୀ ସନ୍ଦୀପ କୁମାର ପୃଷ୍ଟି, ଗୁମ୍ମା ବନରକ୍ଷୀ ଲାବଣ୍ୟ ମାଝୀ, କୁମ୍ବିକୋଟା ବନରକ୍ଷୀ ସମୀର କୁମାର ସାହୁ, ରାଫୁକଣା ବନରକ୍ଷୀ ପ୍ରଦୀପ କୁମାର ସାହୁଙ୍କ ସମେତ ଗୁମ୍ମା ସେକ୍ସନରେ କାର୍ଯ୍ୟରତ ସମସ୍ତ ବନକର୍ମଚାରୀ ମିଳିତ ଭାବେ ଗୁମ୍ମା ସେକ୍ସନରେ ରାତ୍ର ପେଟ୍ରୋଲିଙ୍ଗ କରିବା ସହ ବିଭିନ୍ନ ଜଙ୍ଗଲ ଯଥା: କଦୁପାଡୁ, ଗୁମ୍ମା, ଟିଟିଝୋଲା, ରାଫୁକଣା, ଆଦି ବୁଲି ଜଙ୍ଗଲ ନିଆଁ କୁ ଆୟତ୍ତ କରିଛନ୍ତି l

  ଏହି ଗସ୍ତ ରାୟଗଡା ରେଞ୍ଜ ଅଧୀନରେ ଥିବା ଗୁମ୍ମା ସେକ୍ସନରେ ଅନୁଷ୍ଠିତ ହୋଇଥିଲା।ଏହି ଗସ୍ତ ସମୟରେ, ଡିଏଫଓ ଏବଂ ତାଙ୍କ ଟିମ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତି ସଚେତନତା ବୃଦ୍ଧି କରିବା ଉପର ଜୋର ଦେଇଥିଲେ। ଜଙ୍ଗଲ ଅଗ୍ନିକାଣ୍ଡ ପ୍ରତିରୋଧ ପାଇଁ ସ୍ଥାନୀୟ ଲୋକଙ୍କୁ ସଚେତନ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

୨୭ତମ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୫ ପ୍ରସ୍ତୁତି ବୈଠକ 

masiha

ଆଦର୍ଶ ଶିକ୍ଷକ କୈଳାସ ଚନ୍ଦ୍ର ବେହେରାଙ୍କୁ ଯାଦବ ମହାସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ 

Sunil Chandra Nayak

ଜିଲ୍ଲାରେ “ଓଡ଼ିଆ ପକ୍ଷ “ପାଳନ ଅବସରରେ” ଶିଶୁ କଥା ଦିବସ” ଅନ୍ତର୍ଗତ ବର୍ଣ୍ଣ ବୋଧ ଓ ଶିଶୁ ଲେଖା ବଣ୍ଟନ କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!