ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉନ୍ନତ ପ୍ରଣାଳୀରେ ସଜନା ଚାଷ ପାଇଁ ସମାବେଶ

ଗୋଳାମୁଣ୍ଡା/ମସିହା/୨୫/୪/ଚାଷୀ ମାନଙ୍କ ପାଇଁ ଅନେକ ପ୍ରକାର ଚାଷ ଜମିରେ ଚାଷୀ ଫସଲ ତିଆରି କରୁଥିବା ବେଳେ ଚାଷରେ ବହୁ ସମସ୍ୟା ସୃଷ୍ଟି ସାଜିଥାଏ,ଧାନ ଫସଲ,ରବି ଫସଲ, ପନିପରିବା, ଇତ୍ୟାଦି ,କେତେ ବେଳେ ଜଳର ଅଭାବ ଥାଏ ତୋ କେତେବେଳେ ପାଗର ମଧ୍ୟ ଥାଇପାରେ ,ହେଲେ ଯେଉଁ ଚାଷ ଦ୍ବାରା ଚାଷୀ ସ୍ୱଳ୍ପ ସମୟରେ ଅଳ୍ପ ପାରିଶ୍ରମିକ କରି ବିଶେଷ ଭାବେ ଲାଭ ହେବ ସେହି ଚାଷ ହେଉଛି ସଜନା ଚାଷ, ସଜନା ଚାଷଏକ ଲାଭଦାୟକ ଓ ବ୍ୟବସାୟିକି ଚାଷ, ଗ୍ରାମାଞ୍ଚଳରେ ରହୁଥିବା ଖୁଦ୍ର ଚାଷୀ ଠାରୁ ଆରମ୍ଭ କରି ବଡ ବଡ ଚାଷୀ ମାନେ ମଧ୍ୟ ସଜନା ଚାଷ କରି ବିଶେଷ ଭାବରେ ଲାଭବାନ ହୋଇ ପାରିବେ ବୋଲି ବେଶେଷଙ୍ଗ ମାନେ ମତପ୍ରକାଶ କରିଛନ୍ତି, ଏହି ପରିପ୍ରେକ୍ଷୀରେ ଗୋଳାମୁଣ୍ଡା ବ୍ଲକର ଦଶପୁର ମଣ୍ଡଳରେ ଥିବା ନଅ ଗୋଟି ଗ୍ରାମପଞ୍ଚାୟତର ଚାଷୀଙ୍କୁ ନେଇ ଏକ ସମାବେଶ କରିଥିଲେ, ଉକ୍ତ ସମାବେଶରେ ଚାଷୀ ସଂଗଠନର କାର୍ଯ୍ୟକର୍ତା ରାମକୁମାର ସେନାପତିଙ୍କ ନେତୃତ୍ବରେ ଫୁଣ୍ଡା ଧାନମଣ୍ଡି ଠାରେ ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ଏଗ୍ରୋକମ୍ପାନୀ ଜରିଆରୁ ଆସି ଥିବା ଚାଷୀ ବନ୍ଧୁ ରଘୁମଣି ପୁଝରୀ ଉପସ୍ଥିତ ରହି ଚାଷୀ ମାନଙ୍କୁ ସଜନା ଚାଷ ଉପରେ ବ୍ୟାପକ ଭାବେ ଆଲୋଚନା କରିଥିଲେ, ଓ ଉପସ୍ଥିତ ଚାଷୀ ମଧ୍ୟ ଉସ୍ଛାହିତ ସହିତ ଉକ୍ତ ସଜନା ଚାଷ କରିବା ସହିତ ନିଜ ନିଜ ଗ୍ରାମର ଏବଂ ଅଂଚଳର ଚାଷୀ ମାନେ ମଧ୍ୟ ସଂପୃକ୍ତ ରହିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ,ଏଥି ମଧ୍ୟରୁ ହରିଶ୍ଚନ୍ଦ୍ର ସାହୁ, ହରିଶଙ୍କର ନିଆଲ, ଭୁବନେଶ୍ୱର ସୁନାନୀ, ନକୁଳ ସାହୁ, ରାଜେନ୍ଦ୍ର ଖାଁନ ସାମା, ଗୋପୀ ଯାଲ, କିସମତ ମେହେର, ଜନ୍ମେଜୟ ନାଇକ, ଦୀପକ ସାହୁ, ରବୀନ୍ଦ୍ର ବାଗ, ଧନୁର୍ଜୟ ବାଗ,ପୁରୁଣ ଗଉଡ଼, ଚିତ୍ରସେନ ସାହୁ ପ୍ରମୁଖ ଯୋଗ ଦେଇଥିଲେ, ଏବଂ ଆଗାମୀ ଦିନରେ ବହୁଳ ମାତ୍ରାରେ ସଜନା ଚାଷକରିବା ପାଇଁ ସଂମତି ପ୍ରଦାନ କରିଥିଲେ,

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ଦିଲୀପ ମାଝୀ ସ୍ମାରକୀ କ୍ରିକେଟ ମ୍ୟାଚ ଉଡଘାଟିତ

Sunil Chandra Nayak

ଵହଳଦାର ବିଶିଷ୍ଟ ଦୁଇ ଶିକ୍ଷାବିତଙ୍କ ବିଦାୟ କାଳୀନ ଉତ୍ସବ

ଆମ୍ବ ଗଛରୁ ପଡି ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!