ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହଳପଡା ଦ୍ଵାଦଶୀ ମେଲଣ ଅନୁଷ୍ଠିତ 

ବହଳପଡା ଦ୍ଵାଦଶୀ ମେଲଣ ଅନୁଷ୍ଠିତ 

କଟକ : ଚତୁର୍ଦ୍ଦଶୀ ସଙ୍କୀର୍ତ୍ତନ ମଣ୍ଡଳୀ ସହ ଅନୁବନ୍ଧିତ ୪୨ ମୌଜା ବହଳପଡ଼ା ଦ୍ଵାଦଶୀ ମେଲଣ ମହାଆଡ଼ମ୍ବରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଚତୁର୍ଦ୍ଦଶ ସଙ୍କୀର୍ତ୍ତନ ମଣ୍ଡଳୀର ସର୍ବାଧିକାରି ସୁବାସ ଚନ୍ଦ୍ର ଦେବତା, ସର୍ବ ମହନ୍ତ ସୁରେନ୍ଦ୍ର ନାଥ ପଣ୍ଡା, ସମ୍ପାଦକ ନନ୍ଦ କିଶୋର ଜେନା ଓ ସମ୍ମାନୀୟ ଅତିଥି ଭାବେ ସମସ୍ତ ମଣ୍ଡଳୀର ଅଧିକାରୀ,ମହନ୍ତ ଓ କାର୍ଯ୍ୟକାରୀ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ବହଳପଡ଼ା ଗ୍ରାମବାସୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୪୨ମୌଜା ଥାନା ଆଇଆଇସି ଗିରିଶ ଚନ୍ଦ୍ର ମହାରଣାଙ୍କ ତତ୍ତ୍ଵାବଧାନରେ ବିମାନ ଶୋଭାଯାତ୍ରା ଓ ମେଲଣରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇଥିଲା । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଶ୍ୱ ପରିବେଶ ଦିବସରେ ୱାଇଏମଏଫଆଇ କୁ ମିଳିଲା ‘ପ୍ରକୃତି ମିତ୍ର ପୁରସ୍କାର

କୋଣାର୍କ ମହୋତ୍ସବ: ବାଲୁକା କଳାରେ “ସ୍ୱଚ୍ଛତା” 

masiha

ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!