ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡଙ୍ଗରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଡଙ୍ଗରିଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ନବରଙ୍ଗପୁର:(୧୧|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଡଙ୍ଗରିଗୁଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି lଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରେବା ମଣ୍ଡଳ କାଉନସିଲର ୧୨ ନ ଉମରକୋଟ ମ୍ୟୁନିସପାଲିଟି,ବରେଣ୍ୟ ଅତିଥି କୈଳାସ ଚନ୍ଦ୍ର ବେହେରା ,ଆଞ୍ଚଳିକ ସାଧନା କେନ୍ଦ୍ର ସଂଯୋଜକ ଅଜୟ କୁମାର ଛୋଟରାୟ , ଅଙ୍ଗନ୍ ୱାଡ଼ି ୱାର୍କର ତୃପ୍ତି ଘରାମି, ଏସ ଏମ ସି ସଭାପତି ଜଳନ୍ଧର ମାଝୀ ଅନ୍ୟତମ ଅତିଥି ସଞ୍ଜୀବ କୁମାର ମଣ୍ଡଳ, ପ୍ରଧାନ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାମୟୀ ଛୋଟରାୟ, ଗୌତମୀ ସରକାର,ବରିଷ୍ଟ ଶିକ୍ଷୟତ୍ରୀ ଚଇତି ଗଣ୍ଡ ତଥା ଶିକ୍ଷା ବିଭାଗ ମନ୍ତ୍ରୀଙ୍କ ସହ ଧର୍ମିଣୀ ସବିତା ରାଣୀ ନାୟକ ପ୍ରମୂଖ ଉପସ୍ଥିତ ରହିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ l ବାର୍ଷିକ ଉତ୍ସବ ପୂର୍ବରୁ ବିଭିନ୍ନ କ୍ରୀଡା ପ୍ରତିଯୋଗୀତାରେ କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଥମ ଦ୍ଵିତୀୟ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମନୋନୀତ କରାଯାଇଥିଲା lଏହି ଉତ୍ସବରେ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା lଉପସ୍ଥିତ ଅତିଥିମାନେ ଶିକ୍ଷାର ବିକାଶ ଓ ମନ ଦେଇ ପାଠ ପଢି ଭଲ ମଣିଷ ହେବା ନିମନ୍ତେ ନିଜ ନିଜର ବକ୍ତବ୍ୟ ରଖିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସାପ୍ତାହିକ ପ୍ରତିଯୋଗିତାର ଫଳାଫଳ ପ୍ରକାଶ

masiha

କର୍ମକ୍ଷେତ୍ରରେ ମହିଳା ଯୌନ ଶୋଷଣ ନିଷେଧ,ନିବାରଣ ଓ ନିରାକରଣ ଆଇନ ୨୦୧୩ ସମ୍ବନ୍ଧୀୟ ତାଲିମ ଶିବିର

Sunil Chandra Nayak

ଉତ୍କଳମଣି ଗୋପବନ୍ଧୁ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ବିଜୁ ପଟ୍ଟନାୟକ ଙ୍କ ଶ୍ରାଦ୍ଧ ଦିବସ ପାଳିତ 

masiha

Leave a Comment

error: Content is protected !!