ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ତହସିଲଦାରଙ୍କ ଯୋଗଦାନ 

ନୂତନ ତହସିଲଦାରଙ୍କ ଯୋଗଦାନ 

ନର୍ଲା/ମସିହା /୧୨/୦୩/୨୦୨୫ //କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲଦାର ଭାବେ ବିଭୂପ୍ରସାଦ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ପୂର୍ବରୁ ବୌଦ୍ଧ ଜିଲ୍ଲା ହରଲଙ୍ଗାରେ ତହସିଲଦାର ଭାବେ ଦାୟିତ୍ୱରେ ଥିଲେ l ଶ୍ରୀଯୁକ୍ତ ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ସେକ୍ସନ ଅଫିସର ଭଗବାନ ଦୋରା, ନାଜିର ସୁମନ୍ତ ପଧାନ, କୋର୍ଟ ଅମିନ ଶୁକଦବ ମାଝୀ, ନବେସ୍ବର ନାଗ, କିରଣ କୁମାର ସାହୁ,ଶେଖର ନାଏକ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ସମ୍ଭାବ୍ୟ ବନ୍ୟା ଓ ବାତ୍ୟାକୁ ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ

Sunil Chandra Nayak

କାପସି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ସାମ୍ବାଦିକ ବିଜୟ ପ୍ରଧାନ ଙ୍କୁ ପ୍ରଜାକୋର୍ଟ ରେ ଦଣ୍ଡ ଘଟଣା ଉପଖଣ୍ଡ ସାମ୍ବାଦିକ ସଙ୍ଘ ପକ୍ଷରୁ ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!