ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ତହସିଲଦାରଙ୍କ ଯୋଗଦାନ 

ନୂତନ ତହସିଲଦାରଙ୍କ ଯୋଗଦାନ 

ନର୍ଲା/ମସିହା /୧୨/୦୩/୨୦୨୫ //କଳାହାଣ୍ଡି ଜିଲ୍ଲା ନର୍ଲା ତହସିଲଦାର ଭାବେ ବିଭୂପ୍ରସାଦ ସିଂ ଦାୟିତ୍ୱ ଗ୍ରହଣ କରିଛନ୍ତି l ସେ ପୂର୍ବରୁ ବୌଦ୍ଧ ଜିଲ୍ଲା ହରଲଙ୍ଗାରେ ତହସିଲଦାର ଭାବେ ଦାୟିତ୍ୱରେ ଥିଲେ l ଶ୍ରୀଯୁକ୍ତ ସିଂ ଦାୟିତ୍ୱ ଗ୍ରହଣ କରିବା ପରେ ସେକ୍ସନ ଅଫିସର ଭଗବାନ ଦୋରା, ନାଜିର ସୁମନ୍ତ ପଧାନ, କୋର୍ଟ ଅମିନ ଶୁକଦବ ମାଝୀ, ନବେସ୍ବର ନାଗ, କିରଣ କୁମାର ସାହୁ,ଶେଖର ନାଏକ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l 

ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଖଇରା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳନ ଓ ସମ୍ୱର୍ଦ୍ଧନା ପର୍ବ

Sunil Chandra Nayak

ଧର୍ମଗଡ଼ ପଞ୍ଚାୟତ ମହାବିଦ୍ୟାଳୟ ରେ ଗ୍ରନ୍ଥାବଳୀ ଲୋକାର୍ପଣ ସମାରୋହରେ ସରକାରୀ ନୀତି ନିୟମକୁ ଜଳାଞ୍ଜଳି

Sunil Chandra Nayak

ପ୍ରାଧ୍ୟାପିକା ବିଷ୍ଣୁପ୍ରିୟା ରାଉତରାୟଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ।। “ଶିକ୍ଷାଦାନ କ୍ଷେତ୍ରରେ ଅବସର ନାହିଁ ” 

masiha

Leave a Comment

error: Content is protected !!