ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ସହରର ପୁରୁଣାଘାଟୀରେ ଅତ୍ୟାଧୁନିକ ମେଗା ସୋରୁମ୍ “ଗୁପ୍ତା ଡିଷ୍ଟ୍ରିଵ୍ଯୁଟର୍ସ” ଉଦଘାଟିତ 

ରାଇରଙ୍ଗପୁର ସହରର ପୁରୁଣାଘାଟୀରେ ଅତ୍ୟାଧୁନିକ ମେଗା ସୋରୁମ୍ “ଗୁପ୍ତା ଡିଷ୍ଟ୍ରିଵ୍ଯୁଟର୍ସ” ଉଦଘାଟିତ 

 ମୟୂରଭଞ୍ଜ- ୨୪/୦୧ // ମୟୂରଭଞ୍ଜ ଜିଲ୍ଲାର ଦିତୀୟ ଏବଂ ସିମାନ୍ତ ବୃହତ୍ତମ ସହର ହେଉଛି ରାଇରଙ୍ଗପୁର ।ଏହାର ପଡୋଶୀ ରେ ଝାରଖଣ୍ଡ,କେନ୍ଦୁଝର ବାରିପଦା ହେଉଛି ବଡ଼ ସହର ଏହାର ଜନସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି ।ଏହିସରକୁ ଦେନନ୍ଦିନ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଲୋକ ଯିବା ଆସିବା କରୁଛନ୍ତି ।ଏହି ସହରର ଜନତାଙ୍କ ଆବଶ୍ୟକତା କୁ ଦେଖି ଓଡ଼ିଶାର ଅଗ୍ରଣୀ ଗୁପ୍ତା ଡିଷ୍ଟ୍ରିଵ୍ଯୁଟର୍ସ ତରଫରୁ ଘରର ଆବଶ୍ୟକୀୟ ଉପକରଣ ପାଇଁ ଅତ୍ୟାଧୁନିକ ଶୀତତାପ ନିୟନ୍ତ୍ରିତ ୩ ତାଲା ବିଶିଷ୍ଟ ମେଗା ସୋରୁମ ରାଇରଙ୍ଗପୁର ସହରର ପୁରୁଣାଘାଟୀରେ ଶୁକ୍ରବାର ଦିନ ଅପରାହ୍ନରେ ଶୁଭ ଉଦ୍ଘାଟନ କରାଯାଇଛି । ଏହାକୁ ଗୁପ୍ତା ଡିଷ୍ଟ୍ରିଵ୍ଯୁଟରସ ମୁଖ୍ୟ ରାଜେଶ ଗୁପ୍ତା ଫିତାକାଟି ଶୁଭ ଉଦ୍ଘାଟନ କରିଛନ୍ତି । ତାଙ୍କୁ ସମସ୍ତ କର୍ମଚାରୀଵୃନ୍ଦ ବର୍ଣ୍ଣାଢ଼୍ୟ ପରିବେଶରେ ବାଣ ,ବାଜା, ଆକର୍ଷଣୀୟ ଆଦିବାସୀ ନୃତ୍ୟ ଏବଂ ଫୁଲ ତୋଡା ଦେଇ ମେଗା ସୋରୁମକୁ ପାଛୋଟି ନେଇଥିଲେ ।ଏହି ମେଗା ସୋରୁମରେ ଫର୍ଣିଚର, ଟିଭି,ଫ୍ରିଜ୍,ଏହି,ମୋବାଇଲ ,ଫେନ୍,ରୋଷାଇ ସାମଗ୍ରୀ, ପଲଙ୍କ,ଟେବୁଲ୍,ଡାଇନିଂ ଟେବୁଲ୍,କମ୍ପୁଟର, ଲାପଟପ୍ ସବୁକିଛି ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି ବୋଲି ରାଜେଶ ଗୁପ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ସହରବାସୀ ସେମାନଙ୍କ ଘର ସାମଗ୍ରୀ ପାଇଁ ସୁଦୂର ବାଲେଶ୍ବର,ବାରିପଦା,କେନ୍ଦୁଝର,ଟାଟା ନଗର ନଗର ଯାଇ ଖର୍ଚ୍ଚାନ୍ତ ନ ହୋଇ ଘର ପାଖରେ ପାଇପାରିବେ ।ତଦସହ ରିପେୟାରିଂ ପାଇଁ ମଧ୍ୟ ଏଠାରେ ସମସ୍ତ ସୁବିଧା ଅଛି । ବର୍ତମାନ ସାମଗ୍ରୀ କିଣିଲେ ଡିସକାଉଣ୍ଟ ଅଫର୍ ଏବଂ ଲକି ଡ୍ର ପାଇଁ ବ୍ୟବସ୍ଥା ଅଛି । ତଦସ଼ହ ଅନ୍ୟତ୍ର ଜିନିଷ କିଣିଲେ ମଧ୍ୟ ଏଠାରେ ରିପେୟାରିଂ ହୋଇପାରିବ । ତେଣୁ ସହର ବାସୀଙ୍କୁ ଅନୁରୋଧ କରିଛନ୍ତି ଜିନିଷ କ୍ରୟ ନ କରନ୍ତୁ ପଛେ ଥରେ ହେଲେ ଆସନ୍ତୁ ଏବଂ ମେଗା ସୋରୁମ ପରିଦର୍ଶନ କରି ଯାଆନ୍ତୁ । ଆଗକୁ ଆହୁରି ବିଭିନ୍ନ ପ୍ରକାର ଗୃହର ଆସବାବପତ୍ର ଗ୍ରାହକଙ୍କ ଚାହିଦା ଅନୁସାରେ ଉପଲବ୍ଧ ହେବ ବୋଲି ପଣ୍ଡା ବାବୁ ସୂଚନା ଦେଇଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜନ୍ମାଷ୍ଟମୀ ପାଇଁ ଯାଦବ ଉନ୍ନୟନ ସମିତିର ପ୍ରସ୍ତୁତି ବୈଠକ

masiha

୧- ଛଦେଶ ଅଞ୍ଚଳରେ ବାରମ୍ବାର ଅଘୋଷିତ ବିଦ୍ୟୁତ୍ କାଟ,ବଢୁଛି ଅସନ୍ତୋଷ , ୨- କାମାକ୍ଷାନଗର ରେ ‘ଉଲ୍ଲାସ’ କାର୍ଯ୍ୟକ୍ରମ , ୩- ବିଦ୍ୟୁତ୍ ସ୍ବାଡ୍‌ର ଚଢ଼ଉକୁ ନେଇ ଉତ୍ତେଜନା , ୪- କାମାକ୍ଷାନଗର ମହାବିଦ୍ୟାଳୟ ପକ୍ଷରୁ ସାମ୍ୱାଦିକ ଗୌରବ ଗିରିଶ ନନ୍ଦଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ , ୫-ଢେଙ୍କାନାଳ ସହରରେ ବୋମାମାଡ଼ ଘଟଣା ଦୁଇ ସାହି ମଧ୍ୟରେ ଚାପା ଉତ୍ତେଜନା , ୬- ଶାମାଚରଣପୁର ଓଭରବ୍ରିଜ୍ ବାଡ଼ରେ ପିଟିହୋଇ ବାଇକ ଚାଳକ ମୃତ ,୭- ଆଉ କିଛି ଦିନ ପରେ ଗଣେଶ ପୂଜା ଥିବାରୁ ମୂର୍ତ୍ତି କାରିଗରମାନେ ଗଣେଶ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ , ୮- ସାମ୍ବାଦିକ ଗୌରବ ଗିରୀଶ ଚନ୍ଦ୍ର ନନ୍ଦଙ୍କ ଶ୍ରାଦ୍ଧ ଦିବସ ପାଳିତ 

Sunil Chandra Nayak

ସୁରେନ୍ଦ୍ର ନାଥ ପରିଡ଼ା ଙ୍କୁ ସାପ୍ତାହିକ ପତ୍ରିକା ଅଭିନନ୍ଦନ ତରଫରୁ କବି ସମ୍ମାନ ରେ ସମ୍ମାନିତ

Sunil Chandra Nayak

Leave a Comment

error: Content is protected !!