ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜ ବାସଭବନ ରେ ରଙ୍ଗ ଖେଳିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ   

ନିଜ ବାସଭବନ ରେ ରଙ୍ଗ ଖେଳିଲେ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ   

( ଦୁର୍ଯ୍ୟୋଧନ ବର୍ଗେ )ବଲାଙ୍ଗୀର ଜ଼ିଲ୍ଲା ର ଗ୍ରାମାଞ୍ଚଳ ରୁ ଆରମ୍ଭ କରି ସହରାଞ୍ଚଳ ରେ ସମସ୍ତ ସ୍ଥାନ ରେ ହୋଲି ପର୍ବ ପାଳନ ହୋଇଯାଇଛି l ସେହିପରି ପାଟଣାଗଡ଼ ସହର ର ପ୍ରତ୍ୟେକ ଗଳି ରେ ହୋଲିଖେଲ କୁ ମହିଳା ଏବଂ ପୁରୁଷ ନାଚ ଗୀତ ର ଆସର ରେ ଧୁମ ଧାମ ରେ ପାଳନ କରିଵା ଦେଖାଯାଉଛି l ଅନ୍ୟ ପକ୍ଷ ରେ ପାଟଣାଗଡ଼ ରାଜ ଖମାର ଠାରେ ବିଜେପି ରେ କର୍ମୀ ଓ ଲୋକଙ୍କ ସହ ରଙ୍ଗ ଖେଳିଛନ୍ତି ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ | ଏହି ଅବସରରେ ଶତାଧିକ କର୍ମୀ ତଥା ଜନ ସାଧାରଣ କେଭି ସିଂ ଦେଓ ଙ୍କୁ ରଙ୍ଗ ବୋଲି ଶୁଭେଚ୍ଛା ଜଣାଇଥିଲେ |ସମସ୍ତେ ଆନନ୍ଦ ର ସହ ରଙ୍ଗ ବୋଳାବୋଲି ପ୍ରତ୍ୟେକ ପଡା ର ଗଳି କନ୍ଦି ନାଚ ଡିଜେ ବଜାଇ ଗିତର ଆସର ରେ ମଜାନେଇଥିଲେ | ପ୍ରତି ବର୍ଷ ଏହି ପରି ଭାବରେ ହୋଲି ପର୍ବ ପାଳନ ହେଉଥିବା ଦେଖା ଦେଇଛନ୍ତି | ଏଥିପାଇଁ ବହୁ ଦୂର ଦୁରାନ୍ତ ରୁ ରଙ୍ଗ ଖେଳିବା ପାଇଁ ଖମାର ରେ ଏକତ୍ରିତ ହୋଇଛନ୍ତି l ହୋଲିକୁ ରଙ୍ଗ ବ୍ୟବହାର ନ କରି ହର୍ବଳହୋଲି ବ୍ୟବହାର କଲେ ନିଜେ ସୁରକ୍ଷିତ ରହି ପାରିବେ ବୋଲି ଦେଶ ବାସୀଙ୍କୁ ହୋଲିର ସୁବାଚ୍ଛା ପ୍ରଦାନ କରିଛନ୍ତି l 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଅସନଵଣି ଶିଳ୍ପାଞ୍ଚଳରେ ଡାଇନା ଫୋମ ଇଣ୍ଡଷ୍ଟ୍ରି ରେ ରାସାୟନିକ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ମକଡ୍ରିଲ 

masiha

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆରଏମସି ତରଫରୁ ମହିଳା ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

masiha

କ୍ରିଷ୍ଣା କହ୍ନେୟା କ୍ରିକେଟ କ୍ଲବ (KKCC)ଆନୁକୂଲ୍ୟରେ ଜିଲ୍ଳା ସ୍ତରୀୟ ରାତ୍ରକାଳୀନ ଟେନିସବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହାସମାରୋହରେ ଉଦଯାପିତ

Sunil Chandra Nayak

Leave a Comment

error: Content is protected !!