ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ

ସଂଗ୍ରାମୀ ଆନନ୍ଦ ଚନ୍ଦ୍ର ବେହେରାଙ୍କ ପୁଣ୍ୟ ତିଥି ପାଳିତ 

କଟକ : କଟକ ସଦର ଖଣ୍ଡେଇତା ଗ୍ରାମର ଗର୍ବ ଓ ଗୌରବ ସ୍ବାଧିନତା ସଂଗ୍ରାମର ବୀର ପୁରୁଷ ଆନନ୍ଦ ଚନ୍ଦ୍ର ବେହେରାଙ୍କ ୪ର୍ଥ ବାର୍ଷିକୀ ଶ୍ରାଦ୍ଧ ଉତ୍ସବରେ କଟକ ସଦର ୪୨ ମୌଜା ପଟଣା ଗ୍ରାମର ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ପୂଜ୍ୟପୂଜା ଭବନରେ ଅନୁଷ୍ଠାନର ସଭାପତି ସରୋଜ ନଳିନୀ ପରିଜା,ଉପସଭାପତି ଉପେନ୍ଦ୍ର ବାରିକ,ଆଦର୍ଶ ଶିକ୍ଷକ ମିହିର କୁମାର ନାୟକ,ସାଧାରଣ ସଂପାଦକ ନାରାୟଣ ଚନ୍ଦ୍ର ମହାନ୍ତି,ଛାତ୍ର ଛାତ୍ରୀ ରାକେଶ ଦାସ,ଅଭିଷେକ ମହାନ୍ତି, ପ୍ରସନ୍ନ ସ୍ୱାଇଁ,ସାଇ ଶ୍ରୀ ବେହେରା, ସୌରଭ ବେହେରା,ବିଶ୍ୱଜିତ୍ ସ୍ୱାଇଁ , ସୁଜିତ୍ ମଲ୍ଲିକ,ସୁଭାରଜ୍ ମହାନ୍ତି, ରିକି ମହାନ୍ତି,ବିଜୟ ଲକ୍ଷ୍ମୀ ପଣ୍ଡା,ତେଜସ୍ଵୀନି ଦାସ,ସ୍ନେହ ଦାସ, ଲକ୍ଷ୍ମୀ ପ୍ରିୟା ମହାନ୍ତି,ଅଦ୍ୟାଶା ବେହେରା,ଶ୍ରଦ୍ଧାଞ୍ଜଳି ଦାସ,ଶୁଭଶ୍ରୀ ସ୍ୱାଇଁଙ୍କ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରି ସମୂହ ଭକ୍ତିପୂତ ଶ୍ରଦ୍ଧାଂଜଳି ଅର୍ପଣ କରିଥିଲେ ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଜି ଆସିବେ ମା ଅସ୍ଥାୟୀ ମନ୍ଦିରରେ ନଅ ଦିନ ପାଇବେ ପୂଜା 

masiha

ଶେଷ ହେଲା ଖଡ଼ିଆଲ ମହୋତ୍ସବ

Sunil Chandra Nayak

କାମାକ୍ଷାନଗର ଗସ୍ତରେ ବାଣିଜ୍ୟ ପରିବହନ ଓ ସ୍କିଲ ଡେଭଲପମେଣ୍ଟ ସଚିବ ଉଷା ପାଢ଼ୀ 

Leave a Comment

error: Content is protected !!