ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର !ଚଳନ୍ତା ଟ୍ରେନ ରୁ ଆସି ଯୁବକ ଗୁରୁତର

ରାଇରଙ୍ଗପୁର !ଚଳନ୍ତା ଟ୍ରେନ ରୁ ଆସି ଯୁବକ ଗୁରୁତର 

 ମୟୂରଭଞ୍ଜ- ୨୨/୦୩ // ଟାଟା – ବାଦାମ ପାହାଡ଼ ମେମୁ ଟ୍ରେନରୁ ରାଇରଙ୍ଗପୁର ରେଳ ଷ୍ଟେସନ ପାଖରେ ଜନୈକ ଯୁବକ ଚଳନ୍ତା ଟ୍ରେନ ରୁ ଖସିପଡି ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ପୌରାଞ୍ଚଳ ଅନ୍ତର୍ଗତ ଠାକୁରାଣୀବେଡା ଗ୍ରାମ ୧୧ ଓ୍ବାର୍ଡ ର ମନମିତ ଓଵେରାଇ ଟାଟାନଗରୁ ସକାଳେ ଟାଟା- ବାଦାମ ପାହାଡ଼ ତେଣୁ ଟ୍ରେନରେ ରାଇରଙ୍ଗପୁର ଫେରୁଥିବା ସମୟରେ ରାଇରଙ୍ଗପୁର ରେଳ ଷ୍ଟେସନ ପାଖରେ ଚଳନ୍ତା ଟ୍ରେନ ରୁ ଖସିପଡ଼ି ଗୁରୁତର ହୋଇଛନ୍ତି । ତାଙ୍କର ଡାହାଣଗୋଡ ଆଣ୍ଠୁ ତଳକୁ ଭାଙ୍ଗି ଯାଇଥିବାବେଳେ ବାମ ଗୋଡ କ୍ଷତାକ୍ତ ହୋଇଯାଇଛି । ତାଙ୍କୁ ତୁରନ୍ତ ସମାଜସେବୀ ଶଶାଙ୍କ କୁମାର , ନିରାକାର ମହାନ୍ତି ଏବଂ ଅନ୍ୟମାନେ ଗୁରୁତରଙ୍କୁ ରାଇରଙ୍ଗପୁର ହସ୍ପିଟାଲକରେ ପହଞ୍ଚାଇବା ବ୍ୟବସ୍ଥା କରିଥିଲେ।ଗୁରୁତର ଯୋଗୁଁ ତାଙ୍କୁ କଟକ ଏସସିବି ସରକାରୀ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି । ରବିବାର ଦିନ ତାଙ୍କର ଅପରେସନ କରାଯିବ ବୋଲି ସୂଚନା ମିଳିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବିରୁଡି (ମହୁମାଛି )ଆତଙ୍କ, ବନ୍ଧକନା ସାପ୍ତାହିକ ବଜାରରେ ଲୋକେ ଛିନ୍ନଛତ୍ର,୧୩ରୁ ଅଧିକଙ୍କୁ ଆକ୍ରାନ୍ତ କଲା ବିରୁଡି,୪କଲମପୁର ଓ ୧୦ବନ୍ଧକନା ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି

masiha

ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

masiha

ଜିଲ୍ଲା ମୁଖ୍ୟାଳୟ କୁ ଦେଲେ ବ୍ଲକ୍ କୁ କପଟ କଲେ,ନବରଙ୍ଗପୁର ଧର୍ମ ଅନୁଷ୍ଠାନ କୁ ୫ଟି ଙ୍କ ଅନୁଦାନ

Sunil Chandra Nayak

Leave a Comment

error: Content is protected !!