ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରେ ୟୁ. ଏ .ଏସ. ଟ୍ରେନିଂ କାର୍ଯ୍ୟକ୍ରମ           

ଆଞ୍ଚଳିକ ସାଧନ କେନ୍ଦ୍ରସ୍ତରରେ ୟୁ. ଏ .ଏସ. ଟ୍ରେନିଂ କାର୍ଯ୍ୟକ୍ରମ                

ନବରଙ୍ଗପୁର:(୨୮|୩)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଳକ ଅନ୍ତର୍ଗତ ଆଞ୍ଚଳିକ ସାଧନ କେନ୍ଦ୍ର,ସେମଳାରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ବାବୁଲାଲ ସାଗରଙ୍କ ତରଫରୁ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଙ୍କ ଯୋଗଦାନ ରେ ଆର. ପି .ଶର୍ମିଷ୍ଠା ବଲିୟାର ସିଂ ଟ୍ରେନିଂ ସହଯୋଗ ରେ କମ୍ପୁଟର ଡେସ୍କ ବୋର୍ଡରେ ୧୮ଟି ଲିଙ୍କରେ ଶିକ୍ଷକ ମାନଙ୍କୁ ଅବଗତ ସହ ଡାଉଟ କ୍ଲିୟର କରିଥିଲେ। ସି.ଆର.ସି.ସି. ବାବୁଲାଲ କ ତରଫରୁ ସଂକ୍ଷେପଣ ରେ ୟୁ .ଏ. ଏସ .ଆପ ରେ ପ୍ରଧାନ ଶିକ୍ଷକଙ୍କର ଭୂମିକାରେ ସହକାରୀ ଶିକ୍ଷକର କାର୍ଯ୍ୟକୁ ତୁଲାଇବାରେ କାର୍ଯ୍ୟ କରିବେ । ପ୍ରତିଦିନ ସହକାରୀ ଶିକ୍ଷକ ଙ୍କ ତରଫରୁ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ପରେ ପ୍ରଧାନ ଶିକ୍ଷକ ଙ୍କ ତରଫରୁ ଆଫ୍ରୁପ ପରେ ପରେ ସି. ଆର. ସି.ସି . ଆଫ୍ରୁପ ହେଲେ ଓ.ସେ.ପା .କାର୍ଯ୍ୟାଳୟ ରେ ତଥ୍ୟ ପହଞ୍ଚାଇବା ବାବଦରେ ଆଲୋକ ପାତ କରିଥିଲେ। ପ୍ରତିଦିନ ଶିକ୍ଷକ ଙ୍କ ତରଫରୁ ସଠିକ ସମୟରେ ଆପରେ ଶିକ୍ଷକ ଉପସ୍ଥାନ ବାବଦରେ ଆଲୋକ ପାତ କରିଥିଲେ ।ସି.ଆର.ସି.ସି. ବୈଠକରେ ପ୍ରଧାନ ଶିକ୍ଷକ ଅଂଶ ଗ୍ରହଣ ପରେ ଆପ ରେ ଥିବା ସମସ୍ୟା ବାବଦରେ ବି. ଇ .ଓ .କାର୍ଯ୍ୟାଳୟର ୟୁ ଡାଇସ .ଓ ୟୁ. ଏ .ଏସ୍. ର ପ୍ରୋଫାଇଲ ପାଇଁ ଯୋଗାଯୋଗ କରି ସମସ୍ୟାର ସମାଧାନ ଉପରେ ଅବଗତ କରିଥିଲେ । ପ୍ରଧାନ ଶିକ୍ଷକଙ୍କ ତରଫରୁ ୟୁ .ଏ .ଏସ . କାର୍ଯ୍ୟକ୍ରମ କୁ ସ୍ୱାଗତ କରିଥିଲେ ।ବୈଠକରେ ଟିକରା ପାଲା ପ୍ରଧାନ ଶିକ୍ଷକ ଅଞ୍ଜନ କୁମାର ଦେ ସମସ୍ତକୁ ଧନ୍ୟବାଦ ଅର୍ପଣ ସହ ସଭା ସମାପ୍ତ ଘୋଷଣା କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ବରପୁତ୍ର ଙ୍କ ସଫେଇ ଓ ମାଲ୍ୟାର୍ପଣ

Sunil Chandra Nayak

ନୀଲମ ଫାଉଣ୍ଡେସନର ବିଶ୍ବଶାନ୍ତି ମହାଯଜ୍ଞ

Sunil Chandra Nayak

ଜୁନାଗଡ କୁ ଜିଲ୍ଲା ଦାବୀରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!