ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଧାୟକଙ୍କ ଦ୍ୱାରା ସ୍ଵଛ ଭାରତ କାର୍ଯ୍ୟକ୍ରମ

ବିଧାୟକଙ୍କ ଦ୍ୱାରା ସ୍ଵଛ ଭାରତ କାର୍ଯ୍ୟକ୍ରମ

ରାଉରକେଲା : ରଘୁନାଥପଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳର ସେକ୍ଟର-୧ ସ୍ଥିତ ପାର୍କ ପରିଷରରେ ଆଜି ବିଧାୟକ ଶ୍ରୀ ଦୁର୍ଗା ଚରଣ ତନ୍ତୀଙ୍କ ନେତୃତ୍ବରେ ସ୍ୱଚ୍ଛତା ହିଁ ସେବା ନାମରେ ଏକ ସ୍ଵଛ ଭାରତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି ଅବସରରେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ସହିତ ମିଶି ସ୍ଥାନୀୟ ଅଂଚଳବାସୀ ଏବଂ ଦଳର କର୍ମୀମାନେ ମିଶି ଅଞ୍ଚଳରେ ପଡିଥିବା ଅଳିଆ ଆବର୍ଜନା ଗୁଡିକୁ ସଫା କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରତିଶ୍ରୁତି ସାହିତ୍ୟ ସଂସଦର ଦ୍ଵିତୀୟ ବାର୍ଷିକ ରାଜ୍ୟ ସ୍ତରୀୟ କବିତା ପାଠୋତ୍ସବ

masiha

କାମାକ୍ଷାନଗର ରେ ବିଶ୍ୱ ବରା ଦିବସ

Sunil Chandra Nayak

ବିଶୋଇ ରେ କାଳବୈଶାଖୀ ବିତ୍ପାତ; ଜଣେ ମୃତ,୮ ଗୁରୁତର,୪୦ ଉର୍ଦ୍ଧ ଆହତ,ଶତାଧିକ ଗୃହ ନଷ୍ଟ ଓ ଵହୁ ଗୃହପାଳିତ ପଶୁ ମୃତ ଓ ଆହତ , ପ୍ରଶାସନିକ ସହାୟତା ପାଇଁ ଖଡମଵେଡାରେ ୪୯ ନମ୍ବର ଜାତୀୟ ରାଜପଥ ରାସ୍ତାରୋକ

masiha

Leave a Comment

error: Content is protected !!