ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ ଆଇନଜୀବି କୃପାସିନ୍ଧୁ ପଣ୍ଡା ସଭାପତି ଓ ବସନ୍ତ କୁମାର ଠାକୁର ସଂପାଦକ….

ଧର୍ମଗଡ ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ

ଆଇନଜୀବି କୃପାସିନ୍ଧୁ ପଣ୍ଡା ସଭାପତି ଓ ବସନ୍ତ କୁମାର ଠାକୁର ସଂପାଦକ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଓକିଲ ସଂଘର ଚଳିତ ବର୍ଷ ୨୦୨୫-୨୬ ର ନୂତନ କର୍ମକର୍ତ୍ତା ଶନିବାର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନ ରେ ନିର୍ଦ୍ବନ୍ଦରେ ଧର୍ମଗଡ ଓକିଲ ସଂଘର ସଭାପତି ଭାବେ ଆଇନଜୀବି କୃପାସିନ୍ଧୁ ପଣ୍ଡା ମନୋନୀତ ହୋଇଥିବା ବେଳେ, ଉପ-ସଭାପତି ଭାବେ ଗଙ୍ଗାଧର ମଙ୍ଗରାଜ, ସାଧାରଣ ସଂପାଦକ ଭାବେ ବସନ୍ତ କୁମାର ଠାକୁର, ସହ-ସଂପାଦକ ବାଳକୃଷ୍ଣ ସାହୁ, କୋଷାଧ୍ୟକ୍ଷ ଭାବେ ଧନିନ୍ଦ୍ର ନାଏକ ନିର୍ବାଚିତ ହୋଇଛନ୍ତି l ଓକିଲ ମନୋଜ କୁମାର ମୁଣ୍ଡ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ l ନିର୍ବାଚିତ ସମସ୍ତ କର୍ମକର୍ତ୍ତା ଙ୍କୁ ଧର୍ମଗଡ ଓକିଲ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଭିଟାମାଟିକୁ ଫେରିବା ବାଟରେ ଦାଦନ ଶ୍ରମିକଙ୍କ ବସ୍‌ରେ ମୃତ୍ୟୁ , ବାଇକ୍‌ରେ ଶବ ବୋହିଲେ ସମ୍ପର୍କୀୟ

masiha

ରାୟଗଡ଼ା ଜେକେ ପେପର ମିଲ୍ସରେ ଜରୁରୀକାଳୀନ ଅଗ୍ନିକାଣ୍ଡ ମକ୍ ଡ୍ରିଲ୍ 

masiha

ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ କୁନି ଝିଅ ସିଦ୍ଧେଶ୍ବରୀ 

masiha

Leave a Comment

error: Content is protected !!