ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ ଆଇନଜୀବି କୃପାସିନ୍ଧୁ ପଣ୍ଡା ସଭାପତି ଓ ବସନ୍ତ କୁମାର ଠାକୁର ସଂପାଦକ….

ଧର୍ମଗଡ ଓକିଲ ସଂଘର ନୂତନ କର୍ମକର୍ତ୍ତା ଚୟନ

ଆଇନଜୀବି କୃପାସିନ୍ଧୁ ପଣ୍ଡା ସଭାପତି ଓ ବସନ୍ତ କୁମାର ଠାକୁର ସଂପାଦକ….

କଳାହାଣ୍ଡି ଜିଲ୍ଲା ଧର୍ମଗଡ ଓକିଲ ସଂଘର ଚଳିତ ବର୍ଷ ୨୦୨୫-୨୬ ର ନୂତନ କର୍ମକର୍ତ୍ତା ଶନିବାର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନ ରେ ନିର୍ଦ୍ବନ୍ଦରେ ଧର୍ମଗଡ ଓକିଲ ସଂଘର ସଭାପତି ଭାବେ ଆଇନଜୀବି କୃପାସିନ୍ଧୁ ପଣ୍ଡା ମନୋନୀତ ହୋଇଥିବା ବେଳେ, ଉପ-ସଭାପତି ଭାବେ ଗଙ୍ଗାଧର ମଙ୍ଗରାଜ, ସାଧାରଣ ସଂପାଦକ ଭାବେ ବସନ୍ତ କୁମାର ଠାକୁର, ସହ-ସଂପାଦକ ବାଳକୃଷ୍ଣ ସାହୁ, କୋଷାଧ୍ୟକ୍ଷ ଭାବେ ଧନିନ୍ଦ୍ର ନାଏକ ନିର୍ବାଚିତ ହୋଇଛନ୍ତି l ଓକିଲ ମନୋଜ କୁମାର ମୁଣ୍ଡ ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ l ନିର୍ବାଚିତ ସମସ୍ତ କର୍ମକର୍ତ୍ତା ଙ୍କୁ ଧର୍ମଗଡ ଓକିଲ ସଂଘ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

୧- ବନ୍ଧୁଗାଁ ବ୍ଲକ ବିଜେପି ଦଳର କର୍ମକର୍ତ୍ତା ନୂତନ ଜିଲ୍ଲାପାଳଙ୍କୁ ଭେଟି ସ୍ୱାଗତ ଓ ଅଭିନନ୍ଦନ ଜଣାଇଲେ  ,୨- ୟୁ.ଏ.ଏସ.ଯୁନାଫ ଇଡି ଅଟୋମେସନ କୁ ସ୍ତଗିତ ରଖିବା ନିମନ୍ତେ ରାଲି ସହ ଦାବିପତ୍ର ପ୍ରଦାନ 

Sunil Chandra Nayak

ରାୟଗଡ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ତଦାରଖ କମିଟି ବୈଠକ ଅନୁଷ୍ଠିତ

ମଣ୍ଡିରୁ ଧାନ ଉଠା ଯାଉନଥିବାରୁ ପ୍ରତିବାଦ ସ୍ୱରୂପ ଚାଷିଙ୍କ ରାସ୍ତା ରୋକ, ପାପଡାହାଣ୍ଡି ରୁ ଉମରକୋଟ ରାସ୍ତା 2ଘଣ୍ଟା ଅବରୋଧ

Sunil Chandra Nayak

Leave a Comment

error: Content is protected !!