ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝରପାରି ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ 

ଝରପାରି ପଞ୍ଚାୟତ ରେ ଜନ ଶୁଣାଣି କାର୍ଯ୍ୟକ୍ରମ 

ଆସିକା, ୮/୭/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଝରପାରି ପଞ୍ଚାୟତ ରେ ଆଜି ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ତହସିଲଦାର ଲମ୍ବୋଦର ମାରାଣ୍ଡି ,ଏ ବି ଡି ଓ ଭବାନୀ ଶଙ୍କର ପ୍ରଧାନ, ସି ଡି ପି ଓ ସୁନୀଲ ପ୍ରଭା ରଥ ,ଗାଙ୍ଗପୁର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ, ସରପଞ୍ଚ ମାଧୁରୀ ସ୍ୱାଇଁ,ସମିତି ସଭ୍ୟା ରଜନୀ ଗୌଡ, ପି ଇ ଓ ଦୁର୍ଗା ପ୍ରସାଦ ସାମଲ, ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ବେହେରା,ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ସହକାରୀ ଯନ୍ତ୍ରୀ ଚିନ୍ମୟୀ ରାଉତ, ଏ ବି ଇ ଓ ସୌରି ଶଙ୍କର ବେହେରା,ଯୋଗାଣ ନିରୀକ୍ଷକ ବାଳକୃଷ୍ଣ ନାୟକ, ମିଶନ ଶକ୍ତି ବି ପି ସି ସୁଶାନ୍ତ ନାୟକ,ବି ଏସ ଓ ସଚି ପାତ୍ର , ବି ପି ସି କୃଷ୍ଣକାନ୍ତ ପଣ୍ଡା, ଏ ଡି ଇ ଓ ଶିବାନୀ ପ୍ରଧାନ, ଯୋଗାଣ ସହାୟକ ମଦନ ନାୟକ, ଏନ୍ ଆର୍ ଇ ଜି ଏ ଵିଭାଗ ର ଅମେସ ବେହେରା, ଦୀପକ ପଟ୍ଟନାୟକ ଙ୍କ ସମେତ ସମସ୍ତ ଲାଇନ ବିଭାଗ ଅଧିକାରୀ ଉପସ୍ଥିତ ରହିଥିଲେ। ଜନ ଶୁଣାଣି କାର୍ଯ୍ୟକ୍ରମ ନଅ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସମାଜସେବୀ ଲିଟୁ ଭୂୟାଁ, ଭିକାରୀ ଗୌଡ ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ।

Related posts

ସମାଜସେବୀ ଙ୍କ ସାମାଜିକ କାର୍ଯ୍ୟକ୍ରମ 

masiha

ଅବସରପ୍ରାପ୍ତ ଉଚ୍ଚ ବିଦ୍ୟାଳୟ ଶିକ୍ଷକଙ୍କ ଏମ୍‌ସିପି ପାଇବା ପାଇଁ ଦାବୀ 

Sunil Chandra Nayak

ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଅବସରରେ ଭାଷା ହିଁ ଭବିଷ୍ୟତ

masiha

Leave a Comment

error: Content is protected !!