ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୋକସରା ଆଇନଜୀବୀ ସଂଘର କର୍ମକର୍ତ୍ତା ଚୟନ

କୋକସରା ଆଇନଜୀବୀ ସଂଘର କର୍ମକର୍ତ୍ତା ଚୟନ

କଳାହାଣ୍ଡି ଜିଲ୍ଲା କୋକସରା ଆଇନଜୀବୀ ଓକିଲ ସଂଘର ଚଳିତ ବର୍ଷ ୨୦୨୫-୨୬ ର କର୍ମକର୍ତ୍ତା ଶନିବାର ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି l ଏହି ନିର୍ବାଚନ ରେ ନିର୍ଦ୍ବନ୍ଦରେ କୋକସରା ଓକିଲ ସଂଘର ସଭାପତି ଭାବେ ମନୋଜ କୁମାର ନାଏକ, ଉପ-ସଭାପତି ଭାବେ ଲକ୍ଷ୍ମୀକାନ୍ତ ଖମାରୀ,ସମ୍ପାଦକ ଭାବେ ଲଳିତ କୁମାର ଦାସ, ସହ-ସମ୍ପାଦକ ଭାବେ ଜଗା ପଟ୍ଟନାୟକ, କୋଷାଧ୍ୟକ୍ଷ ଭାବେ ପ୍ରିୟ ରଞ୍ଜନ ବେହେରା ମନୋନୀତ ହୋଇଛନ୍ତି l ଓକିଲ ଲକ୍ଷ୍ମୀଧର ମେହେର ନିର୍ବାଚନ ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ l ନିର୍ବାଚିତ ସମସ୍ତ କର୍ମକର୍ତ୍ତା ଙ୍କୁ ଫୁଲତୋଡା ରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।

ବିଦ୍ୟାଧର ସାହୁ ଙ୍କ ରିପୋର୍ଟ୍ 

Related posts

ଢେଙ୍କାନାଳରେ ବିଶ୍ୱ ଯୋଗ ଦିବସ ପାଳିତ

Sunil Chandra Nayak

ଭାରତୀ ବିଦ୍ୟା ନିକେତନ ର ନୂତନ ଗୃହ ଉଦଘାଟନ

Sunil Chandra Nayak

ଅବସର କାଳୀନ ସମ୍ବର୍ଦ୍ଧନା ସଭା 

Sunil Chandra Nayak

Leave a Comment

error: Content is protected !!