ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ବରୀଙ୍କ ପୀଠ ଥୁ.ରାମପୁର ଠାରୁ ଆରମ୍ଭ ହେଲା “ପ୍ରତିଭା”ର ବ୍ଲକ ସ୍ତରୀୟ ରୌପ୍ୟ ଜୟନ୍ତୀ ସମାରୋହ 

ମା ମାଣିକେଶ୍ବରୀଙ୍କ ପୀଠ ଥୁ.ରାମପୁର ଠାରୁ ଆରମ୍ଭ ହେଲା “ପ୍ରତିଭା”ର ବ୍ଲକ ସ୍ତରୀୟ ରୌପ୍ୟ ଜୟନ୍ତୀ ସମାରୋହ 

ମା ମାଣିକେଶ୍ବରୀ ପଞ୍ଚାୟତ ସମିତି ମହାବିଦ୍ୟାଳୟ ଠାରେ ସଭାକାର୍ଯ୍ୟ ସହ ରଙ୍ଗl ରଙ୍ଗ ସାସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l ମୁଖ୍ୟ ଅତିଥି ଭାବେ ବିଶିଷ୍ଟ କଳା ସଂଘଠକ ମାଣିକ୍ୟ ନାଏକ ଯୋଗ ଦେଇଥିଲେ ଓ ସମ୍ମାନିତ ଅତିଥି ଭାବେ ମହାବିଦ୍ୟାଳୟର ଅଧକ୍ଷ ସତ୍ୟ ନାରାୟଣ ମୁଣ୍ଡଚିନା ସମାଜସେବୀ ଅଶୋକ ସିଂହ ଅଧ୍ୟାପକ ବିରଞ୍ଚି ନାୟକ, ପ୍ରତିଭା ସମ୍ପାଦକ ଚିଣ୍ଟୁ ପ୍ରସାଦ ନାଏକ,ସଭାପତି ଧ୍ୟାନlନନ୍ଦ ପଣ୍ଡା, ଲୋକଗାୟକ ଯଦୁ ନାଏକ ଉପସ୍ଥିତ ଥିଲେ l ସଭାକାର୍ଯ୍ୟ ଟିକୁ ଅଧ୍ୟାପକ ବବ୍ରୁ ବାହାନ ବୁଦ୍ଧିଆ ପରିଚାଳନା କରିଥିବା ବେଳେ ନମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମରେ ପ୍ରତିଭାର କୋଷାଧକ୍ଷ ଅନିଲ ରାଉତ, ଯୁବ ନାଟ୍ୟକାର ଆଲୋକ ସାହୁ, ଜାତୀୟ ଯୁବ କଳାକାର ବୃତ୍ତି ପ୍ରାପ୍ତ ଗୌରୀ ଶଙ୍କର ଦୁର୍ଗା, ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ ଲିପ୍ସାରାଣୀ ବାରିକ, କୀର୍ତିକାନ୍ତ କାଣ୍ଡ, ଜୟ ଶବର ଏବଂ ଅନୁଷ୍ଠାନର ସଭ୍ୟ ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ l

ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ଖାତିଗୁଡା ସ୍ଥିତ ଇନ୍ଦ୍ରାବତୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିଚାଳନା କମିଟି ବୈଠକ ବିନା ନିଷ୍କର୍ଷ ରେ ସମ୍ପନ୍ନ

Sunil Chandra Nayak

ରାଣୀ ଦୁର୍ଗାବତୀ ଚାରିଟେବଲ ଟ୍ରଷ୍ଟ ତରଫରୁ କେରିଅର କାଉସିଲିଂ ଅନୁଷ୍ଠିତ

Sunil Chandra Nayak

ଦେବ ସେନା ଭାଇ ମାନଙ୍କ ମିଳିତ ସହଯୋଗରେ ଗୋ ମାଫିଆଙ୍କ ଠାରୁ ଉଦ୍ଧାର ହେଲେ ଗୋମାତା

Sunil Chandra Nayak

Leave a Comment

error: Content is protected !!