ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶିକ୍ଷାବିତ୍ ପବିତ୍ର କୁମାର ପ୍ରଧାନଙ୍କ ବିୟୋଗରେ ଶୋକ
କଟକ : ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଶିକ୍ଷାବିତ୍ ପବିତ୍ର କୁମାର ପ୍ରଧାନ(୭୨)ଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଇଛି । ସେ ଅତି ସ୍ନେହୀ,ପରୋପକାରୀ,କଳା ସଂସ୍କୃତିକୁ ଭଲ ପାଉଥିବା ନିଆରା ମଣିଷ ଥିଲେ । ବହୁ ଗରିବ ପିଲାଙ୍କୁ ମାଗଣା ପାଠ ପଢ଼ାଇବା ସହ ତାଙ୍କ ସୁଖ ଦୁଃଖର ସାଥୀ ଥିଲେ । ତାଙ୍କ ମୃତ୍ୟୁରେ ଅଞ୍ଚଳର ବିରାଟ କ୍ଷତି ଘଟିଛି । ଶେଷ ଯାତ୍ରାରେ ବହୁ ଲୋକ,ବିଦ୍ୟାର୍ଥୀ ସାମିଲ ହୋଇଥିଲେ । ବରିଷ୍ଟ ମୂରବୀ ଜଗଦୀଶ ତ୍ରିପାଠୀ,ନାରାୟଣ ସାସମଲ,ନବ କିଶୋର ନାୟକ,ଓଡ଼ିଶା ରାଷ୍ଟ୍ରବାଦି ସଂଘର ସଭାପତି ଇଂ.ଗିରିଜା ଶଙ୍କର ପତି,କଳାକାର ସୂର ବେହେରା,ଭାରତୀୟ କିଶାନ୍ ସଂଘ ରାଜ୍ୟ ସମ୍ପାଦକ ଦେବୀପ୍ରସାଦ ପତି,ଉନ୍ନୟନ ପରିଷଦ ସଭାପତି ଅନିଲ ଦାସ,ବିଶିଷ୍ଟ କବି ଜୟ କୃଷ୍ଣ ନାୟକ,ପ୍ରମୋଦ ପତି,ବ୍ରାହ୍ମଣ ସଂଘ ର ସମ୍ପାଦକ ତାପସ ମହାପାତ୍ର, ଆମ ୪୨ ମୌଜା ସମ୍ପାଦକ ଅମିତ୍ ଦାଶ,ବିଜେପି ଯୁବ ମୋର୍ଚ୍ଚା ଜିଲ୍ଲା ସମ୍ପାଦକ ସନ୍ତୋଷ ସାହାଣୀ,ରାଷ୍ଟ୍ରବାଦି ସଂଘ ସମସ୍ତ କର୍ମକର୍ତ୍ତା,ସତ୍ୟନାରାୟଣ ମହାନ୍ତି,ଯୁବରାଜ ପଣ୍ଡା,ଖିତିଶ୍ ପଣ୍ଡା,ସମାଜସେବୀ ଦୀପକ ଆଚାର୍ଯ୍ୟ,ଅଜୟ ପୃଷ୍ଟି,ସୁଭଜିତ୍ ଜେନା,ଚିତ୍ତରଞ୍ଜନ ମାଝୀ,ସୃଭଂଶୁ ଶେଖର ସ୍ବାଇଁ,ମିଟୁ ବେହେରା,ସାହିଲ ସାହାଣୀ,ସୁରେଶ ଦାସ,ବିକାଶ ବେହେରା,ଲୋକନାଥ ବେହେରା,ସଞ୍ଜୟ ବେହେରା,ଶ୍ରୀକାନ୍ତ ବେଉରା,ଅଂଶୁମାନ ଆଚାର୍ଯ୍ୟ,ଶିବ ବିଶ୍ବାଳ,ପ୍ରବଚକ ପ୍ରଦୀପ୍ତ ମହାପାତ୍ର,ଯୁବନେତା ଜ୍ୟୋତି ରଞ୍ଜନ ଜେନା,ପଣ୍ଡିତ ଉମାକାନ୍ତ ନନ୍ଦ,ଦୁର୍ଗାପ୍ରାଦ ପତି,୪୨ ମୌଜା ବଣିକ ସଂଘ ସଭାପତି କ୍ଷୀରୋଦ ଚନ୍ଦ୍ର ମୁଦୁଲି,ହେମନ୍ତ ମୁଦୁଲି,ବସନ୍ତ ପତି,ଚନ୍ଦ୍ର ଶେଖର ନାୟକ,ଲକ୍ଷ୍ମୀଧର ନାୟକ,ବରିଷ୍ଟ ମୂରବୀ ଅଭୟ ମହାପାତ୍ର,ଅମିୟ ସ୍ବାଇଁ,ନିର୍ମଳ ସ୍ବାଇଁ,ସଚ୍ଚିକାନ୍ତ ବେହେରା,ତାପସ ପତି,ମଦନ ପତି,ଅନିଲ ଦାସ,ପ୍ରକାଶ ସାହୁ,ପ୍ରସନ୍ନ ପରିଡା,ଶରତ ଚନ୍ଦ୍ର ମୁଦୁଲି,ମଦନ ବେହେରା,ତନ୍ମୟ ମହାପାତ୍ର,ରଞ୍ଜନ ପରିଡ଼ା,ଦିନା ବାରିକ,ବିଶ୍ବରଂଜନ ସେଠି,ଯଶୋବନ୍ତ ପତି,ବିଜୟ କୁମାର ପତି,ଆଶିଷ ପତି,ଲକ୍ଷ୍ମୀଧର ପତି,ଚିତ୍ତ ରଞ୍ଜନ ପତି,ଦିଲ୍ଲୀପ ବେହେରା,ବିଶ୍ବ ମୈତ୍ରୀ ବ୍ରାହ୍ମଣ ପରିଷଦ ସଭାପତି ଦିନବନ୍ଧୁ ପତି ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି ।
ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍

