ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ରାମ ନବମୀ ପୂଜନୋତ୍ସବ ମହାସମାରୋହ ରେ ପାଳିତ 

ଶ୍ରୀ ରାମ ନବମୀ ପୂଜନୋତ୍ସବ ମହାସମାରୋହ ରେ ପାଳିତ 

ଜୁନାଗଡ଼,୭/୪(ମନୀସ )- ସ୍ଥାନୀୟ ଗନ୍ତାୟତ ପଡ଼ା ସ୍ଥିତ ଶ୍ରୀରାମ ମନ୍ଦିର ଠାରେ ଶ୍ରୀରାମ ନବମୀ ପୂଜନୋତ୍ସବ ମହାସମାରୋହ ରେ ପାଳିତ ହୋଇଛି l ଦୀର୍ଘ ୧୦ ଦିନ ଧରି ଶ୍ରୀରାମ ନବମୀ ପୂଜା କମିଟି ଦ୍ୱାରା ଏହି ଉତ୍ସବ ପାଳିତ ହୋଇଛି l ଗତ ୨୯ ତାରିକ ଅଧିବାସ ଓ ଶତାଧିକ ମହିଳା ମାନଙ୍କ କଳସ ଯାତ୍ରା ସହ ପୂଜା ଆରମ୍ବ ହୋଇଥିଲା l ୧୦ ଦିନ ବ୍ୟାପି ପୂଜାଚର୍ଣ୍ଣl ଭଜନ କୀର୍ତ୍ତନ ସହ ଦୈନିକ ଅର୍ଣ୍ଣ ଭୋଗ ଶ୍ରଦ୍ଧାଳୁ ମାନଙ୍କ ପାଇଁ କରାଯାଇଥିଲା l ସଭାପତି ଭାବେ ଦିବ୍ୟ କୈବର୍ତ୍ତ ଓ ସମ୍ପାଦକ ଭାବେ ପୁରୁଷୋତ୍ତମ କୈବର୍ତ୍ତ ଓ କର୍ତ୍ତା ଭାବେ ପ୍ୟାରେଲାଲ କୈବର୍ତ୍ତ ଓ ସୁଷମା କୈବର୍ତ୍ତ କାର୍ଯ୍ୟ ତୁଲାଇ ଥିଲେ l ନଅ ଦିନ ଧରି ଅର୍ଣ୍ଣ ଭୋଗ ଚାଲିଥିଲା ।ସହଯୋଗୀ ମାନେ ହେଲେ ପ୍ୟlରେଲାଲ କୈବର୍ତ୍ତ, ଦାସ କୈବର୍ତ୍ତ, ସନ୍ଥ ରାମ କୈବର୍ତ୍ତ, ଘାଷି କୈବର୍ତ୍ତ ସୁରେଶ କୈବର୍ତ୍ତ, ଜିତେନ୍ଦ୍ର ନାଏକ, ଯୋଗୀନ୍ଦ୍ର ପୁଝlରୀ,ଭରତ ଖରସେଲ, ଟୁନା ପଣ୍ଡା, ପ୍ରକାଶ ନିଆଲ, ବିଜୁ ଶର୍ମା, ଶିବ କୈବର୍ତ୍ତ, କାଁହୁ କଟା, କୈଳାସ କୈବର୍ତ୍ତ, ପୁରୁଷୋତ୍ତମ କଟା, ସୁଶାନ୍ତ କୈବର୍ତ୍ତ ସୁମେଶ ବରାଡ଼, ତାରିଣୀ ବରାଡ଼, ସୁଧାଂଶୁ ବରାଡ଼, ରାଜକୁମାର କୈବର୍ତ୍ତ, ମଦନଲାଲ ଅଗ୍ରୱାଲ, ଲଳିତ ଅଗ୍ରୱାଲ, ଏବଂ ଶେଷ ଦିବସ ରେ ଦୁର୍ଗା ପ୍ରସାଦ ନାଏକ, ହିମାଂଶୁ ବରାଡ଼, ରାକେଶ ବେମାଲ, ଲାଲ ସିଂ କୈବର୍ତ୍ତ ଓ ଶ୍ରୀରାମ ନବମୀ ପାଳନ କମିଟି ଓ ପୂର୍ଣ୍ଣାହୁତି ଦିନ ଶ୍ରୀରାମ ନବମୀ ମହିଳା କମିଟି ସମସ୍ତ ଦାଇତ୍ୱ ନେଇ ଥିବା କମିଟି ତରଫରୁ ଜଣାଇଛନ୍ତି l ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ସହଯୋଗୀ ମାନେ ହେଲେ ରାମଲାଲ କୈବର୍ତ୍ତ, ପ୍ରେମଲାଲ କୈବର୍ତ୍ତ, ରାଧେଶ୍ୟାମ କୈବର୍ତ୍ତ, ଶଙ୍କର କୈବର୍ତ୍ତ ସତ୍ୟ କୈବର୍ତ୍ତ ଓ ଶ୍ରୀରାମ ନବମୀ ମହିଳା କମିଟି ସଭାନେତ୍ରୀ ହୀରାବାଈ କୈବର୍ତ୍ତ ସମ୍ପାଦିକା କୁମାରୀ କୈବର୍ତ୍ତ ଓ ଭଣ୍ଡାର ରଖ୍ୟକ ଭାବେ ଦୟାଳୁ କୈବର୍ତ୍ତ ଓ ସାଜସଜ୍ଜା ରେ ଭଗତରାମ କୈବର୍ତ୍ତ ସହଯୋଗ କରିଥିଲେ l ପୂଜା ଦାୟିତ୍ୱ ରେ ଆଚାର୍ଯ୍ୟ ଅଜାମ୍ବିଳ ମିଶ୍ର, ବ୍ୟlସ ବସନ୍ତ ନନ୍ଦ, ଶକ୍ତି ବାଚକ ବିନୋଦ ରଥ, ପାଚକ ତରୁଣୀସେନ ରଥ ଓ ସହଯୋଗୀ ପୂଜକ ଗିରି ଦାସ ଓ ଶ୍ରୀରାମ ମନ୍ଦିର ପୂଜକ ଅଶ୍ୱିନୀ ଶର୍ମା ଓ ସହଯୋଗୀ ପଞ୍ଚlନନ ପାଢ଼ୀ ଦାଇତ୍ୱ ତୁଲାଇ ଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଜିଲ୍ଲାପାଳ ଙ୍କୁ ରାଜ୍ୟସ୍ତରୀୟ ସମ୍ବର୍ଦ୍ଧନା

Sunil Chandra Nayak

ରାଇରଙ୍ଗପୁର ରେ ସେନା କର୍ମଚାରୀଙ୍କ ପାଇଁ ସିଏସଡି କେଣ୍ଟିନ ର ସ୍ଥାନ ନିରୂପଣ ପାଇଁ ସେନା କର୍ମଚାରୀମାନଙ୍କ ବୈଠକ

ବରଗିଡିହି ଗ୍ରାମକୁ ମୋ ଵସ ଗ୍ରାମାଞ୍ଚଳ ପରିବହନ ବସ ସେବା ସ୍ବପ୍ନ; ଵରଗିଡି ଗ୍ରାମକୁ ଗ୍ରାମାଞ୍ଚଳ ପରିବହନ ଚାଲୁ ପାଇଁ ଗ୍ରାମବାସୀଙ୍କ ଵହଳଦା ବିଡ଼ିଓଙ୍କ ଦ୍ବାରସ୍ଥ

Sunil Chandra Nayak

Leave a Comment

error: Content is protected !!