ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ ବିଡ଼ିଓଙ୍କ ଗୋବର୍ଦ୍ଧନପୁର ପଞ୍ଚାୟତ ଗସ୍ତ

ଲାଞ୍ଜିଗଡ ବିଡ଼ିଓଙ୍କ ଗୋବର୍ଦ୍ଧନପୁର ପଞ୍ଚାୟତ ଗସ୍ତ

ଲାଞ୍ଜିଗଡ଼,୧୧/୦୪- ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତ ଗସ୍ତ କରିବା ସହିତ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କରି ତଦାରଖ କରିଛନ୍ତି ଲାଞ୍ଜିଗଡ ବିଡିଓ ଶଶାଙ୍କ ପାତ୍ର। ଶ୍ରୀ ପାତ୍ର ଆଜି ପଞ୍ଚାୟତର ରାମଚନ୍ଦ୍ରପୁର, ଟେକରତୋଳା, ଗୋପାଳପୁର, ଭାଲୁଚଞ୍ଚରା, ପାଣିମୁଣ୍ଡା ଗାଁର ଦୁର୍ଗମ ଲଡ଼ୁପଦର, ଗୋବର୍ଦ୍ଧନପୁର, ମଧୁପୁର ଆଦି ଗାଁ ଗସ୍ତ କରିବା ସହିତ ପରିଦର୍ଶନ କରିବା ସହିତ ଉନ୍ନୟନ କାର୍ଯ୍ୟର ତଦାରଖ କରିଥିଲେ। ବିଡ଼ିଓଙ୍କ ସହିତ ଗୋବର୍ଦ୍ଧନପୁର ସରପଞ୍ଚ ବୈଦେହୀ ମାଝୀ, ନାଏବ ସରପଞ୍ଚ ସଞ୍ଜୀବ ପଣ୍ଡା, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅମରସିଂ ପୁଝାରୀ, ଏଡିଇଓ ମେଘାଳୟ ନାୟକ, ବିଏଫଟି ରାମସାଗର ମାଝୀ ପ୍ରମୁଖ ସାମିଲ ଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ରାଜ୍ୟସ୍ତରୀୟ 70ତମ ଓଡିଶା ଜୁନିଅର ଆଥଲେଟିସ୍କ ଚମ୍ପିୟାନସିପ ପ୍ରତିଯୋଗିତା ରେ ଏଲ ସ୍ନିଗ୍ଧା ଙ୍କୁ ସ୍ଵର୍ଣ ପଦକ

masiha

୭ରେ ଅ’ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର ବାର୍ଷିକୋତ୍ସବ  କବି ସୁଶାନ୍ତ ରଣା ପାଇବେ ଅ’ ପ୍ରତିଭା ସମ୍ମାନ

masiha

ମଥାନୀ ବାଳାଶ୍ରମକୁ ଡ଼ିସିପିଓଙ୍କ ଅଚାନକ ଗସ୍ତ

masiha

Leave a Comment

error: Content is protected !!