ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନ ପ୍ରଧାନ ଙ୍କ କବିତା ବିପଦ

ବିପଦ

 

ଜୀବନ ଜଞ୍ଜାଳ ହୁଏ ଟଳମଳ ନୁହେଁ ସେ ସଳଖ ପଥ

ଜୀବନ ରାସ୍ତାରେ ମାଡି ଆସେ ଝଡ ବିପଦ ବୋଲି କି ଲେଖ।

 

ବିପଦ ଆସିଲେ ଡରି ଯିବା ନାହିଁ

ନଇଁ ନ ପଡ଼ିବା କେବେ

ଦୃଢ ମନୋବଳ ଅନ୍ତରେ ରଖିବା କାମ କରି ଯିବା ସର୍ବେ।

 

ବିପଦ ସମୟ ହେଲା ଉପଗତ ବନେ ଡାକିଲା ମୃଗୁଣୀ

ଗଜ ଉଦ୍ଧାରଣ କଲେ ଜଗନ୍ନାଥ ବିପଦରେ ନୀଳମଣି।

 

ବିପଦ ସମୟେ ସବୁ ଦେବାଦେବୀ ମା ଙ୍କୁ କଲେ ଜଣାଣ

ମହିଷାସୁର ନାଶ କରି ମା ମହିଷାମର୍ଦିନୀ ନାମ।

 

ବିପଦ ହାରିଣୀ ଜୟ ମା ତାରିଣୀ ସେହି ମା ଦଶଭୁଜା

ତାଙ୍କ ପାଦତଳେ ଶରଣ ପଶିଲେ ଉଡିବ କିରତି ଧ୍ବଜା।

 

ଜନରଞ୍ଜନପ୍ରଧାନ

ଆଳୋଇ

ବାଲିପାଟଣା

ଖୋର୍ଦ୍ଧା

Related posts

ପ୍ରଫେସର ଡଃ ସୋମନାଥ ମିଶ୍ର ଥିଲେ ନିଷ୍ଠାବାନ ପ୍ରଶାସକ,ଦେଶ ଭକ୍ତ ଯୋଦ୍ଧା ଓ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିତ୍ବ

Sunil Chandra Nayak

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

Sunil Chandra Nayak

ଉତ୍କେଲା ରେ ଭାରତବନ୍ଧ ପାଳନ

Leave a Comment

error: Content is protected !!