ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନୂଆପଡ଼ା ବିଜେଡ଼ି ଜିଲ୍ଲା ସଭାପତି ରୂପେ ଅବନୀ ରଂଜନ ଯୋଷୀ ମନୋନୀତ, ସଙ୍ଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ଗୁରୁ ଦାୟିତ୍ଵ ନେଇ ଦଳ ମୁଖ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି 

ନୂଆପଡ଼ା ବିଜେଡ଼ି ଜିଲ୍ଲା ସଭାପତି ରୂପେ ଅବନୀ ରଂଜନ ଯୋଷୀ ମନୋନୀତ, ସଙ୍ଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ଗୁରୁ ଦାୟିତ୍ଵ ନେଇ ଦଳ ମୁଖ୍ୟଙ୍କୁ କୃତଜ୍ଞତା ଜଣାଇଛନ୍ତି 

ନୂଆପଡା,ନୂଆପଡ଼ା ଜିଲ୍ଲା ବିଜେଡ଼ି ଜିଲ୍ଲା ସଭାପତି ରୂପେ ଅବନୀ ରଂଜନ ଯୋଷୀ ମନୋନୀତ ହୋଇଛନ୍ତି। ଦଳର ସଙ୍ଗଠନ ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ବେଳେ ଏହି ଗୁରୁ ଦାୟିତ୍ଵ ନେଇ ଦଳ ମୁଖ୍ୟ ନବୀନ ପଟ୍ଟନାୟକ ସମେତ ରାଜ୍ୟ ଜିଲ୍ଲା ସ୍ତରୀୟ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ନୂଆପଡ଼ା ବିଧାୟକ ରାଜେନ୍ଦ୍ର ଢୋଲକିଆ, ଖଡିଆଳ ବିଧାୟକ ଅଧୀରାଜ ମୋହନ ପାଣିଗ୍ରାହୀ, ଲମ୍ବୋଦର ନିଆଲ ଏବଂ ଜିଲ୍ଲାର ସମସ୍ତ କର୍ମୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସଂସଦୀୟ କ୍ଷେତ୍ର ପାଇଁ କାର୍ଯ୍ୟ କରିବାକୁ ନବୀନ ପଟ୍ଟନାୟକ ଙ୍କ ଆହ୍ବାନ କୁ ନେଇ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ପ୍ରକାଶ କରିଛନ୍ତି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ବିବିହ୍ନ ଗ୍ରାମ ରେ ସ୍ବାଧୀନ ପ୍ରାର୍ଥୀନି ସୁପ୍ରଭା ମଲ୍ଲିକ ଙ୍କ ନିର୍ବାଚନ ପ୍ରଚାର ଅନୁଷ୍ଠିତ

masiha

ରାଜ୍ୟ ସରକାରଙ୍କ ମହିଳା ନିର୍ଯ୍ୟାତନା ନେଇ ସାମ୍ବାଦିକ ସମ୍ମିଳନୀ

masiha

ଧର୍ମଗଡ ସହରରେ ବିଜେପି ପକ୍ଷରୁ ଲୋକସଭା ପ୍ରାର୍ଥୀନୀ ଓ ଧର୍ମଗଡ ବିଧାନସଭା ପ୍ରାର୍ଥୀଙ୍କ ରୋଡ଼ ସୋ ଓ ପଥପ୍ରାନ୍ତ ସଭା

masiha

Leave a Comment

error: Content is protected !!