ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟ ଲୟ ଗୃହ ନିର୍ମାଣ ପାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବି ପତ୍ର ପ୍ରଦାନ କଲେ ସମାଜ ସେବୀ

ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟ ଲୟ ଗୃହ ନିର୍ମାଣ ପାଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଙ୍କ ପାଖରେ ଦାବି ପତ୍ର ପ୍ରଦାନ କଲେ ସମାଜ ସେବୀ

ଜୁନାଗଡ଼ ( ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ର ଚର୍ଚ୍ଚିତ ଚେହେରା ବରିଷ୍ଠ ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ଅଗ୍ରୱାଲ ନୂତନ ଗୋଷ୍ଠୀ ଶିକ୍ଷା ଅଧିକାରି କାର୍ଯ୍ୟାଳୟ ଓ ବିଭିନ୍ନ ଦାବିନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିକଟରେ ଚିଠି ଲେଖି ଦାବି ରଖିଛନ୍ତି ।ଦାବି ଗୁଡ଼ିକ ହେଲା। ୧- ସଭାକାର୍ଯ୍ୟ ପାଇ ହଳ ନାହିଁ ୨- କମ୍ପ୍ୟୁଟର ପରିଚାଳନା ପାଇ ହଲ ନାହିଁ।୩- ପୁସ୍ତକ ରଖିବା ପାଇ କୋଠରୀ ନାହିଁ।୪- ଶୌଚାଳୟ ନାହିଁ ।୫- ବିଶ୍ରାମ ପାଇ କୌଣସି ଘର ନାହିଁ । ୬- ଷ୍ଟାପ୍ ରହିବାପାଇଁ କୌଣସି ସୁବିଧା ନାହିଁ ।ସାଇକେଲ କିମ୍ବା ମଟର ସାଇକେଲ ରଖିବା ପାଇଁ ଷ୍ଟାଣ୍ଡ ନାହିଁ। ଏମିତି ବିଭିନ୍ନ ସମସ୍ୟା କୁ ନେଇ ଶ୍ରୀ ଅଗ୍ରୱାଲ ଟିଟିଲାଗଡ ରେ କେନ୍ଦ୍ରୀୟ ବିଦ୍ୟାଳୟ ଅସ୍ଥାୟୀ କ୍ୟାମ୍ପସ ର ଉଦଘାଟନ କାର୍ଯ୍ୟକ୍ରମ ରେ ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଓ ଓଡ଼ିଶା ର ଉପ ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗ ଦେଇ ଥିବା ବେଳେ ଶ୍ରୀ ଅଗ୍ରୱାଲ ଶିକ୍ଷା ର ବିକାଶ ବିଭିନ୍ନ ସମସ୍ୟା କୁ ନେଇ ସେ ଦାବି ରଖିଥିଲେ ।ଏଭଳି ତାଙ୍କ ମହାନତା କାର୍ଯ୍ୟ କୁ ଦେଖି ଅଞ୍ଚଳ ବାସି ଭୂରି ଭୂରି ପ୍ରଶଂସା କରୁଛନ୍ତି। 

ଜୁନାଗଡ଼ ନିର୍ବାଚନ ମଣ୍ଡଳୀରୁ ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କରଙ୍କୁ ରାଜ୍ୟ କୃତୀ ଶିକ୍ଷକ ପୁରସ୍କାର

Sunil Chandra Nayak

କୁଲତା ଭବନର ଶିଳାନ୍ୟାସ କଲେ ବିଧାୟକ ଭୂପିନ୍ଦର

Sunil Chandra Nayak

ଓ.ଏମ.ସି କର୍ତ୍ତୃପକ୍ଷଙ୍କ କାର୍ଯ୍ୟପ୍ରଣାଳୀରେ ଖଣିବାସୀ ହିନସ୍ଥା,କେଉଁ ଖଣି ଅଫିସରଙ୍କ ବଳରେ ବଳୀଆନ୍ ଏବେ ପ୍ରଶ୍ନ ଉଠିଛି

masiha

Leave a Comment

error: Content is protected !!