ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିନା ଫଳକ ରେ କାକୁଡିରୁମା ଅଙ୍ଗନବାଡ଼ି କେନ୍ଦ୍ର ରେ ମରାମତି କାମ ଚାଲିଛି

. ବିନା ଫଳକ ରେ କାକୁଡିରୁମା ଅଙ୍ଗନବାଡ଼ି କେନ୍ଦ୍ର ରେ ମରାମତି କାମ ଚାଲିଛି

ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ମରାମତି କାମ ଚାଲଛି 

  ମୟୂରଭଞ୍ଜ -୨୯/୦୪ //  କାଗଜ କଲମରେ ମାଳ ମାଳ ଯୋଜନା। କେତେ କ’ଣ ଯୋଜନା କରି ସରକାର ଡିଣ୍ଡିମ ପିଟୁଥିବା ବେଳେ ବିପୁଳ ରାଜସ୍ବ ବି ଖର୍ଚ୍ଚ କରୁଛନ୍ତି ତା’ର ପ୍ରକୃତ ରୂପ ଯେ କେହି ନିଜ ଆଖିରେ ନ ଦେଖିଲେ ବିଶ୍ୱାସ କରିବ ନାହିଁ।ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳା ପଞ୍ଚାୟତ ର କାକୁଡିରୁମା ଅଙ୍ଗନବାଡ଼ି କେନ୍ଦ୍ର ବିନା ସୂଚନା ଫଳକ ରେ କାମ ଚାଲିଛି। ଏବେ ସରକାର ନିୟମ ମାନି ଅଙ୍ଗନବାଡି କେନ୍ଦ୍ର ବନ୍ଦ ଅଛି l ବିନା ବୋର୍ଡ଼ ରେ କାମ ହେଉଛି ମାନେ କେତେ ଭଲ କାମ କରୁଛନ୍ତି ତା ଭଗବାନ ଙ୍କୁ ହିଁ ଜଣା lଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦିକା କାମ ଚାଲିଛି ବୋଲି ଗ୍ରାମବାସୀ କହୁଛନ୍ତି l

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଵେଲପଡା ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା ସମିତି ସଭ୍ୟା ସଭ୍ୟ ଙ୍କ ଗୃହ ତ୍ୟାଗ 

masiha

ଅଜଣା ଗାଡି ଧକ୍କାରେ ଶିକ୍ଷକ ଗୁରୁତର 

masiha

ବ୍ଲକ ଯୋଗାଣ ସହାୟକ ସଂଘର ବିଡ଼ିଓଙ୍କୁ ଦାବୀପତ୍ର ପ୍ରଦାନ 

Leave a Comment

error: Content is protected !!